ହାଇକୋର୍ଟରୁ ନ୍ୟାୟ ପାଇଲେ ବାରିପଦା ଅର୍ବାନ ବ୍ୟାଙ୍କ ଜମାକାରୀ

ବାରିପଦା: ସ୍ଥାନୀୟ ସମବାୟ ବ୍ୟାଙ୍କ ଭାବରେ ସାରା ଓଡିଶାରେ ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ସୁନାମ ଥିଲା ବେଶ ନିଆରା ତେବେ ୨୦୧୪ ମସିହାରେ ବାରିପଦା ଅର୍ବାନ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ବ୍ୟାଙ୍କର ସମସ୍ତ କାରବାର ବନ୍ଦ ହୋଇଯାଇଥିଲା । ଫଳରେ ବ୍ୟାଙ୍କର

କୋଭିଡ୍-୧୯ର ଆଉ ତିନି ନୂଆ ଲକ୍ଷଣ

ନୂଆଦିଲ୍ଲୀ: ) କୋଭିଡ୍-୧୯ର ଆଉ ତିନୋଟି ନୂଆ ଲକ୍ଷଣ ସାମିଲ କରିଛି ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ବାସ୍ଥ୍ୟ ସଂସ୍ଥାନ ‘ଦ ସେଣ୍ଟର୍‌ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍’ (ସିଡିସି)। ଏହି ନୂତନ ଲକ୍ଷଣ ହେଉଛି ନାସିକା ରୁନ୍ଧି ହେବା ବା ସିଙ୍ଘାଣି ବୋହିବା, ବାନ୍ତି

ଆସନ୍ତା କାଲି କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ- ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ବଢୁଥିବା ପ୍ରତିବାଦରେ ଆସନ୍ତା କଲି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ଦଳର ସାଂସଦ ଓ ବିଧାୟକମାନେ ତେଲଦର ବୃଦ୍ଧିକୁ ଦାବି କରି ରାଷ୍ଟ୍ରପତିଙ୍କ ସ୍ମାରକ ପତ୍ର ଦେବାକୁ ନିଷ୍ପତି ନେଇଛନ୍ତି । ଏନେଇ ଏଆଇସିସିର ସାଧାରଣ ସମ୍ପାଦକ

ଟ୍ରେନ ଯାତ୍ରାକୁ କରୋନା ଭୟ

ଭୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କା ନେଇ ଟ୍ରେନରେ ଯାତାୟତ ପାଇଁ ଲୋକେ ଭୟ କରୁଛନ୍ତିି । କରୋନା ଆତଙ୍କ ସତ୍ୱେ ଲୋକଙ୍କ ସୁବିଧା ପାଇଁ କିଛି ସଂଖ୍ୟକ ଟ୍ରେନ୍ ଚଳାଚଳ କରୁଛି ମାତ୍ର ଯାତ୍ରୀଙ୍କ ସଂଖ୍ୟା କମ । ରେଳବାଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାଇ ରାଜଧାନୀ ସ୍ପେଶାଲ ଟ୍ରେନରେ ମେ ୧୩

ଭୁବନେଶ୍ୱର ପୁଣି ୬ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ଆଉ ୧୯

ଭୁବନେଶ୍ୱର- ପୁଣି ନୂଆ ୬ କରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୩ ହୋମ କ୍ୱାରେନଟାଇନର ହୋଇଥିବା ବେଳେ ୩ ଲୋକାଲ କେସ୍ ରହିଛି । ସଙ୍ଗରୋଧ କେନ୍ଦ୍ରରୁ ଡୁମଡୁମାରୁ ଜଣେ, ଆଇଆରସି ଭିଲେଜ ଜଣେ ଓ ବାପୁଜୀ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ

ଆଣ୍ଡାମାନ- ନିକୋବର ଓ ମଣିପୁରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ- ଆଣ୍ଡମାନ- ନିକୋବର ଓ ମଣିପୁରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଂଟରଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ମିଳଛି । ଆଣ୍ଡାମାନ -ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁର ନିକଟରେ ହୋଇଥିବା ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୧ ରହିଥିଲା । ସେହିଭଳି ମଣିପୁର

ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା ଦାବି

ପୁରୀ-ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ କଲଚରାଲ ସର୍କଲ ଅଧ୍ୟକ୍ଷ ଜେ କେ ମହାନ୍ତି କେନ୍ଦ୍ର ସରକାରଙ୍କୁ ଚିଠି ଲେଖଛନ୍ତି । ରଥଯାତ୍ରା ପୁରୀ କିମ୍ବା ଓଡିଶା ଭିତରେ ସୀମିତ ନୁହେଁ ବଂର ସାରା ଦେଶ ଓ ବିଦେଶରେ ଏହା ଅନୁଷ୍ଠିତ ହେଉଥିବାରୁ ଏହାକୁ ଜାତୀୟ ଛୁଟି

କରୋନା ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ଭୁବନେଶ୍ୱରେ- ରାଜ୍ୟରେ ପୁଣି କରୋନା ନେଲା ଆଉ ୩ ମୁଣ୍ଡ । ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ।ବୟସ ୭୫ ବର୍ଷ । ପୂର୍ବରୁ ସେ ଉଚ୍ଚରକ୍ତଚାପ,ମଧୁମେହ ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଦ୍ୱିତୀୟ ମୃତକ କଟକର ୬୫ ବର୍ଷୀୟ ବୃଦ୍ଧ । କରୋନା ଆକ୍ରାନ୍ତ

ଦେଶରେ ଉତ୍ପାଦିତ ଦ୍ରବ୍ୟ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ ଦେଶରେ ଉତ୍ପାଦିତ ଦ୍ରବ୍ୟ କିଣିବା ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ।  ଆମେ ଯଦି ସ୍ଥାନୀୟ ଉତ୍ପାଦ କିଣିବା ତେବେ ଦେଶକୁ ଶକ୍ତିଶାଳୀ କରିବାରେ ଭୂମିକା ଗ୍ରହଣ କରିପାରିବ ଏହା ମଧ୍ୟ ଦେଶ ପାଇଁ ଏକ ପ୍ରକାର ସେବା ।  ଦେଶ ପାଇଁ ସମସ୍ତଙ୍କର