ଲକଡ଼ାଉନ ପାଇଁ ଚିନି ରପ୍ତାନୀ ବାଧାପ୍ରାପ୍ତ

ମୁମ୍ବାଇ : ଲକଡ଼ାଉନ ଯୋଗୁଁ କ୍ଷତିଗସ୍ତ ହୋଇଛି ଚିନି ରପ୍ତାନୀ । ଚଳିତ ବର୍ଷ ୬୦ ଲକ୍ଷ ଟନ୍ ର ଚିନି ରପ୍ତାନୀ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ହେଲେ ଜାନୁଆରୀରୁ ଜୁନ ମଧ୍ୟରେ ମହାରାଷ୍ଟ୍ରରୁ ମାତ୍ର ୩୬ ଲକ୍ଷ ଟନ ଚିନି ରପ୍ତାନୀ ହୋଇଛି । କରୋନ ଲକଡ଼ାଉନ ପାଇଁ ରପ୍ତାନୀ

ଭାରତରେ ଆରୋଗ୍ୟ ହାର ୬୦%କୁ ବୃଦ୍ଧି

ନୂଆଦିଲ୍ଲୀ- ଭାତରେ ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ସେହି ଅନୁପାତରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ଦେଶରେ ବର୍ତମାନ ସୁଦ୍ଧା ଏକ ଲକ୍ଷ କୋଡିଏ ହଜାର ଲୋକ ସୁସ୍ଥ ହେବା ସହ ୧,୧୯,୬୯୬ ସକ୍ରିୟ ମାମାଲା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ

କୋଭିଡ ଟିକା ପାଇଁ ମୋଦୀଙ୍କ ସମୀକ୍ଷା

ନୂଆଦିଲ୍ଲୀ- କୋଭିଡ ଟିକାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଭାରତରେ କୋଭିଡ ଟିକାର କିପରି ସୁପରିଚାଳନା କରାଯିବ ଓ ଏହି ଟିକାକୁ କିପରି ଶୀଘ୍ର ବ୍ୟବହାର କରାଯାଇପାରିବ ସେଥିନେଇ ସେ କେତେକ ନିଦେ୍ର୍ଧଶ ଦେଇଥିଲେ । ଏ ସଂପର୍କରେ

ବିବାହ ପରଦିନ କରୋନା ଆକ୍ରାନ୍ତ ବରର ମୃତ୍ୟୁ

ପାଟଣା: ବିହାରର ଏକ ବିବାହ ଉତ୍ସବ ପ୍ରସାସନ ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି । ବିବାହ ପରଦିନ ବରର ମୃତ୍ୟୁ ହୋଇଥିବା ଜଣାପଡିଛି । ବିବାହରେ ଯୋଗ ଦେଇଥିବା ୩୬୯ ଲୋକଙ୍କ ମଧ୍ୟରୁ ୮୦ ଜଣଙ୍କ କରୋନା ପଜିଟିଭ୍ ଜଣାପଡିଥିବାବେଳେ ୩୧ ଜଣ ପୂର୍ବରୁ ସଂକ୍ରମିତ ଥିଲେ । ଜିଲ୍ଲା ପ୍ରସାସନ

ଜାମ୍ମୁରେ ଭୂକମ୍ପ ଅନୁଭୂତ

ଜାମ୍ମୁ : ଜାମ୍ମୁର କିଛି ଅଂଚଳରେ ମଙ୍ଗଳବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡ ଥିବା ବେଳେ ଏଥିରେ କୈାଣସି କ୍ଷୟକ୍ଷତି ହୋଇ ନଥିବାର ସୂଚନା ମିଳିଛି । ସକାଳ ୮.୫୬ ମିନିଟ୍ ରେ ଦୋଡ଼ା ଜିଲ୍ଲା ଅନ୍ତର୍ଗତ ଭଲାସ ଠାରେ ଏହା ସୃଷ୍ଟି ହୋଇଥିବା ବିଶେଷଜ୍ଞ

ସହିଦ ହୋଇଥିବା ଭାରତର ୨୦ ଜବାନଙ୍କ ପାଇଁ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ- ଗଲୱାନା ଉପତ୍ୟାକାରେ ସହିଦ ହୋଇଥିବା ୨୦ ଭାରତୀୟଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାରଲି । ସୋମବାର ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ସେ ଏହି ବାର୍ତା ପଠାଇଛନ୍ତି । ସହିଦ ଯବାନଙ୍କ ପରିବାରରକୁ

ହଜିଯାଇଛି ମାନବିକତା

ହାଇଦ୍ରାବାଦ: ମଣିଷ ଠାରେ ହଜିଯାଉଛି ମାନବିକତା । କେରଳରେ ଗର୍ଭିଣୀ ହାତିକୁ ହତ୍ୟା କରିବା ଘଟଣା ମନରୁ ନ ଲିଭୁଣୁ ତେଲେଙ୍ଗାନାରେ ଏକ ମାଙ୍କଡକୁ ଫାଶୀ ଦେଇ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ଖମ୍ମମ ଜିଲ୍ଲାରେ । ୩ ଜଣ

ଜୁଲାଇ ୪ରେ ଖୋଲିବ ଜାମା ମସଜିଦ୍

ନୂଆଦିଲ୍ଲୀ : କୋଭିଡ଼ ମହାମାରୀ ପାଇଁ ବନ୍ଦ ରହିଥିବା ଐତିହାସିକ ଜାମା ମସଜିଦ ଜୁଲାଇ ୪ରେ ଖୋଲିବ । ସମୂହ ନମାଜ ପାଠ ପାଇଁ ଏହାକୁ ଖୋଲାଯିବ ବୋଲି କହିଛନ୍ତି ସହି ଇମାମର ସେୟଦ ଅହମଦ ବୁଖାରୀ ।ଦିନକୁ ଦିନ ବିଶ୍ୱ ମହାମରୀର ପାଦୁର୍ଭାବକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିଦିଆଯାଇଥିଲା

ଚୋରା ଚାଲଣ ବେଳେ ନକଲି ଜର୍ଦ୍ଧା ଜବତ

ଭଦ୍ରକ: ଚୋରା ଚାଲଣ ବେଳେ ନକଲି ଜର୍ଦ୍ଧା ଯବତ କରିଛି ଭଦ୍ରକ ପୁଲିସ । ଚୋରା ବେପାରି ବେଆଇନ୍ ଭାବେ ଏହି ନକଲି ଜର୍ଦ୍ଧା ଚନ୍ଦନବଜାର ଅଂଚଳର ଦୋକାନୀଙ୍କୁ ଦେଉଥିବା ଖବର ପୁଲିସ ପାଇଥିଲା । ଚଢାଇ ବେଳେ ଚୋରାବେପାରୀ ଘଟଣାସ୍ଥଳରୁ ଗାଡି ସହ ଖସିଯିବା ହେତୁ ପୁଲିସ ନକଲି ଜର୍ଦ୍ଧା ସହ