ବିଜେଡିକୁ ଝୁରୁଛନ୍ତି ଦାମ
ଭୁବନେଶ୍ୱର: ବିଜେପିରେ ମିଶି ଥିଲେ ମଧ୍ୟ ବିଜେଡିକୁ ଝୁରୁଛନ୍ତି ଦାମ । ତେବେ ବିଜେପିରେ ସ୍ଥିତି ଭଲ ନଥିବାରୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେପିରେ ଯୋଗ ଦେବା ଥିଲା ମସ୍ତବଡ ଭୁଲ । ବିଜେଡି ଛାଡିବାକୁ ଚାହୁଁନଥିଲେ କେବଳ ଭୁଲ ବୁଝାମଣା ଯୋଗୁଁ ଦଳ ଛାଡିଥିଲି ।ମୁଁ ଯେଉଁ ବିଭାଗ!-->…