ହୀରାକୁଦର ୧୫ଟି ଗେଟ୍ ଖୋଲା
ସମ୍ବଲପୁର: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଆଜି ସକାଳୁ ହୀରାକୁଦ ଜଳଭନ୍ଧଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯିବା ଫଳରେ ମୋଟ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦର ଜଳସ୍ତର ୬୧୫.୮୩ ଫୁଟ୍ ରହିଥିଲା ବେଳେ ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଛି । ପ୍ରତି!-->…