ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସରେ ସଚେତନତା
ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ୟୁଥ୍ ଫର୍ ଭଲ୍ୟୁନଟାରୀ ୱାର୍କ' ତରଫରୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ସଙ୍ଗଠନର ଅଧ୍ୟକ୍ଷ ମିର ଅହମ୍ମଦ୍ ଅଲ୍ଲୀଙ୍କ ପରିଚାଳନାରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ ସାମାଜିକ ଦୂରତ୍ୱ!-->…
ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା
ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅସନ୍ତା ଜୁଲାଇ ୫ରେ ହେବାକୁ ଥିବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିଷ୍ପତି ଗ୍ରହଣ କରାଯାଇଛ ବୋଲିି ସିବିଏସଇ ସଚିବ!-->…
ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର
ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର ଭୁବନେଶ୍ୱର : ଜୁଲାଇରେ ଆରମ୍ଭ ହେବ ଅନ୍ଲକ ୨.୦ । ଏଥିରେ ଲକ୍ଡ଼ାଉନ୍ ରେ ରାଜ୍ୟକୁ ଫେରିଥିବା ପ୍ରବାସୀ ମାନଙ୍କୁ କାମ ଯୋଗାଇ ଦିଆଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।ତେବେ ଶ୍ରମିକଙ୍କ ଦକ୍ଷତା ପରିମାପ ପାଇଁ କଣ ପଦକ୍ଷେପ!-->…
କୁଶୀନଗରରେ ହେବ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର
ଲକ୍ଷ୍ନୌ : ଉତରପ୍ରଦେଶର କୁଶୀନଗର ଠାରେ ପ୍ରତିଷ୍ଠାନ ହେବ ଅନ୍ତଃରାଷ୍ଟ୍ରିୟ ବିମାନ ବନ୍ଦର । କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିକାଶ ସହ ନିଯୁକ୍ତି କ୍ଷେତ୍ରରେ ନିଶ୍ଚିତ ସମ୍ଭାବନା ସୃଷ୍ଟି କରିବ । ଦକ୍ଷିଣ!-->…
ଭୂମୀହୀନଙ୍କୁ ୪ ଡେମି ଜମି ଯୋଗାଣ ଦାବୀ
ଭୁବନେଶ୍ୱର: ଭୂମୀହୀନଙ୍କୁ ସର୍ବନିମ୍ନ ୪ ଡେସିମିଲ ଘରଡିହ ଜମୀ ଯେଗାଇ ଦେବା, ବାରିପଦାର ଜରାଳି ସରାଳି ନଦୀ ଉଭୟ ପାଶ୍ୱର୍ର ସରକାରୀ ଜମୀକୁ ଉଦ୍ଧାର କରାଯିବା, ସହରାଂଚଳରେ ଥିବା ବହୁ ମୂଲ୍ୟବାନ ଜମୀର ପୁନରୁଦ୍ଧାର କରାଯାଇ ଭୂମୀହିନଙ୍କୁ ଯୋଗାଇଦେବା ଲାଗି ସିପିଆଇ ଓ ଏସୟୁସିଆଇ ପକ୍ଷରୁ!-->…
ଓଡିଶା ପ୍ରତି ମୋଦିଙ୍କ ଦରଦ ଅତୁଳନୀୟ: ଧର୍ମେନ୍ଦ୍ର
ଢେଙ୍କାନାଳ: ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦରଦ ଅତୁଳନୀୟ, ଅବର୍ଣ୍ଣନୀୟ ଏବଂ ଅସୀମ ବୋଲି ଭର୍ଚୁଆଲ୍ ରାଲିରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ ଭକ୍ତି କାରଣରୁ ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ!-->…
ଲାଡେ଼ନଙ୍କୁ ସହିଦ ଆଖ୍ୟା ଦେଇ ଇମ୍ରାନ ସମାଲୋଚିତ
ଇସ୍ଲାମାବାଦ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାକିସ୍ତାନ ସଂସଦରେ ଉଦ୍ବୋଧନ ଦେବା ଅବସରରେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେ଼ନ୍ ଙ୍କୁ ସହିଦ ସମ୍ବୋଧନ କରିି ସମାଲୋଚିତ ହୋଇଛନ୍ତି । ଇମ୍ରାନଙ୍କ ଏହିି ବୟାନ ପାଇଁ ତାଙ୍କୁ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି ।!-->…
ଗୁଗୁଲ୍ ପେ ବିରୋଧରେ ଆରବିଆଇ
ନୂଆଦିଲ୍ଲୀ- ଆମେରିକାନ କମ୍ପାନୀ ଗୁଗୁଲୁ ପେ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଆଗରେ ମତ ରଖିଛନ୍ତି ଆରବିଆଇ । ଗୁଗୁଲ ପେ ଥାର୍ଡ ପାର୍ଟି ସେବା ପ୍ରଦାନ କାରୀ ସଂସ୍ଥା । ଏହା ଦେୟ ପ୍ରଣାଳୀ ସଂସ୍ଥା ନୁହେଁ । ପେମେଂଟ ଆପ୍ସ ପେମେଂଟ ଆଣ୍ଡ ସେଟେଲମେଣ ସିଷ୍ଟମ ଆକ୍ଟ ୨୦୦୭ ଅଧୀନରେ ଆସୁନାହିଁ ବୋଲି!-->…
ଖୋଲିଲା କଳାଭୂମିର ବିକ୍ରୟ କେନ୍ଦ୍ର
ଭୁବନେଶ୍ୱର: ଖୋଲିଲା କଳାଭୂମିର ବିକ୍ରୟ କେନ୍ଦ୍ର । ସରକାରଙ୍କ ସମସ୍ତ ନିୟମକୁ ଧ୍ୟାନରେ ରଖିବା ସହ କୋଭିଡ କଟକଣାକୁ ବଜାୟ ରଖି ଏହି ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଓଡିଶାର ସୁନାମଧନ୍ୟ କାରିଗରଙ୍କ କାରିଗରୀ ହସ୍ତଶିଳ୍ପ ହସ୍ତତନ୍ତର ସାମଗ୍ରୀ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ରହିଛି । ଲକ୍!-->…