ଜୁଲାଇ ୧୫ ଯାଏ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବିମାନ ସେବା ଜୁଲାଇ ୧୫ ଯାଏ ସ୍ଥଗିତ ରହିବ ବୋଲି ବେସାମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ପ୍ରତ୍ୟହ କରୋନା ସଂକ୍ରମଣର ଅହେତୁକ ବୃଦ୍ଧିକୁ ଆଖି ଆଗରେ ରଖି ଏପରି ନିଷ୍ପତି ନିଆଯାଇଥିବା ଜଣାଯାଇଛି । ନିର୍ଦ୍ଧିଷ୍ଟ ସର୍ତ ସହିତ କିଛି ରୁଟ୍!-->…