କରୋନା ମୁକାବିଲା: ଅନ୍ୟ ଦେଶ ତୁଳନାରେ ଭାରତ ସ୍ଥିତି ଖୁବ୍ ଭଲ
ନୂଆଦିଲ୍ଲୀ- କୋଭିଡ -୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତ ଭଲ ଅଛିି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଭ. ଡାକ୍ତର ଜୋସେଫ୍ ଟୋମା ମେଟ୍ରୋପଲିଟାନଙ୍କ ୯୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ମହାମାରୀ!-->…