ବିଏମ୍ସି କୋଠା ଭାଙ୍ଗିବା ଦୁର୍ଭାଗ୍ୟଜନକ : ସୁର ରାଉତରାୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଉକ୍ରଳ କନିକା ଗ୍ୟାଲେରିଆ ମଲକୁ ସୁରକ୍ଷା ଦେବାକୁ ଯାଇ ମ୍ୟୁଜିଅମ, ବିଜେବି କଲେଜ ଓ ଭଞ୍ଜ କଳାମଣ୍ଡପର କିଛି ଅଂଶ ଭଙ୍ଗା ହେବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହାକୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଦୃଢ

ଭୁଟାନ ଆଣିଲା ଭାରତ ପାଇଁ ସମସ୍ୟା

ନୂଆଦିଲ୍ଲୀ- ଚୀନ, ନେପାଳ ପରେ ପଡୋଶୀ ଭୁଟାନ ଭାରତ ପାଇଁ ଆଣିଛି ନୂଆ ସମସ୍ୟା । ଭୁଟାନ ନଦୀରୁ ଆସାମ ଆଡକୁ ଆସୁଥିବା ଜଳସେଚିତ ପାଣିକୁ ରୋକି ଦେଇଛି । ଯାହାଫଳରେ ଆସାମର ବସ୍କା ଜିଲ୍ଲାର ଚାଷୀଙ୍କ ପାଇଁ ସମସ୍ୟା ପାଲଟିଛି । ଭୁଟାନ ବିରୋଧରେ ଚାଷୀ ବିରୋଧ ପ୍ରଦର୍ଶନଚରିବା ସହ ଭୁଟାନକୁ

ନାରୀ ଦୁର୍ବଳା ନୁହେଁ

ଭୁବନେଶ୍ୱର: ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ ପୁରୁଷଙ୍କ ସମକକ୍ଷ । ଏକଥା ପ୍ରମାଣ କରିଦେଇଛନ୍ତି ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ । ଆଜିକା ସମୟରେ ମହିଳାଙ୍କ ପାଇଁ କିଛି ବି ଅସମ୍ଭବ ନାହିଁ ବୋଲି ସେ ଦର୍ଶାଇଛନ୍ତି । କରୋନା ପାଇଁ ଗାଁ ଗାଁ ବୁଲି ପନିପରିବା ବାଂଟୁଥିବା ମହିଳା

ଅସହାୟାଙ୍କୁ ଅଧ୍ୟାପକଙ୍କ ସହାୟତା

ବାଲିକୁଦା: ବାଲିକୁଦା କଲେଜ ଅର୍ଥନିତୀ ବିଭାଗ ଅଧ୍ୟାପକ ପ୍ରଦୀପ ଶତପଥି କରୋନା ସମୟରେ ଲକ ଡାଉନ ପାଇଁ ଜୀବୀକା ହରାଇଥିବା ଗରିବ ଅସହାୟ ଗରିବ ପରିବାରଙ୍କୁ ଭେଟି ସେମାନଙ୍କ ସୁଖ ଦୁଃଖରେ ଛିଡା ହୋଇ ସହାୟତା ପ୍ରଦାନ କରୁଥିବା ବେଳେ ଆଜି ବାଲିକୁଦା ବ୍ଲକ ଇଛାପୁର ପଂଚାୟତ ମଲ୍ଲିକାପୁର ଗାଁର

ସୁପ୍ରିମକୋର୍ଟରେ ଭିଡିଓ କନ୍ଫରେନ୍ସିଂରେ ୭୧୮୦ ମାମଲାର ଶୁଣାଣି

ନୂଆଦିଲ୍ଳୀ: ଦେଶରେ କରୋନା ଭାଇରସ୍ ପ୍ରକୋପ ଯୋଗୁଁ ମାର୍ଚ୍ଚ ୨୫ରୁ ଲକ୍ଡାଉନ ଘୋଷଣା ଓ ତାହାର ପରବର୍ତୀ ପର୍ଯ୍ୟାୟ ଅର୍ଥାତ୍ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟ ୭୧୮୦ରୁ ଅଧିକ ମାମଲାର ଶୁଣାଣି କରିଥିଲେ । ଏହି ସମର୍ଭ ଅବଧି ମଧ୍ୟରେ ସୁପ୍ରିମକୋର୍ଟ

ପ୍ରିୟବ୍ରତ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର,୨୬.୬ (ନି.ପ୍ର.): ଭୁବନେଶ୍ୱର କ୍ଲବର ସଭାପତି ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏହି ଖବାର ପାଇବା ପରେ ବହୁ ପ୍ରଶାସନିକ ଅଧିକାରୀ ତଥା ବିଭିନ୍ନ ବର୍ଗର ବିଶିଷ୍ଟ

ସୁସ୍ଥ ହେଲେ ଆଉ ୧୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର-ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୧ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୪୩,ପୁରୀ ୨୮, ଖୋର୍ଦ୍ଧା୨୧, କନ୍ଧମାଳ ୧୨,ଜଗତସିଂହପୁର ୭, ନବରଙ୍ଗପୁର ୬,କେନ୍ଦ୍ରାପଡା ୫, ବାଲେଶ୍ୱର ଓ କଟକରୁ ୨ଜଣ ଲେଖାଏଁ ରହିଛନ୍ତି । ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି ।

ଅନୁଗୋଳ : ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବ କେବେ?

ବଅଁରପାଳ: ବଅଁରପାଳ ନାଲକୋ, ଅନୁଗୋଳ ପ୍ରକଳ୍ପରେ ଜମିହରାଇଥିବା ତଥା ନାଲକୋ ପ୍ରକଳ୍ପରେ ସିଧାସଳଖ କ୍ଷତିଗ୍ରସ୍ତ ନହୋଇଥିବା ଆଖପାଖରେ ପ୍ରଜାମାନଙ୍କ ସ୍ୱାସ୍ଥ୍ୟଗତ ହିତକୁ ଦୃଷ୍ଟି ଦେଇ ନାଲକୋ ସିଏସଆର ଫଣ୍ଡରୁ ୨୪ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଚକ୍ଷୁଚିକିତ୍ସାଳୟ ନିର୍ମାଣ କରାଯାଇଛି

ଦିବ୍ୟାଙ୍ଗ ପଜିଟିଭ ଚିହ୍ନଟ

ବେତନଟୀ: ବେତନଟୀ ମାଣତ୍ରୀ ରାସ୍ତାପୋଶ୍ୱର୍ରେ ଥିବା ଏକ କଲୋନୀରୁ ଜଣେ ୩୦ ବର୍ଷୀୟ ପୁରୁଷ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ଦିବ୍ୟାଙ୍କ ଓ ତିନି ଚକିଆ ଗାଡିରେ ବୁଲି ଭିକ୍ଷା ବୃତି କରି ଚଳନ୍ତି । ପ୍ରତ୍ୟକ ଦିନ ସେ ବେତନଟୀ, ଦାନ୍ତିଆମୁହଁ, ମାଣତ୍ରୀ, ବଡସାହି,

‘ପ୍ରାକୃତିକ ବିପର୍ଯ୍ୟୟକୁ ଲାଘବ ନିମନ୍ତେ ସମସ୍ତଙ୍କ ସହଯୋଗ ଅପରିହାର୍ଯ୍ୟ’

ଯାଜପୁର: ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲାା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି କହିଲେ ଯେ, ସମସ୍ତ ରାଜ୍ୟର ୩୦ ଗୋଟି