କରୋନା କଟକଣାକୁ ମାନୁ ନାହାଁନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର- ସରକାରଙ୍କ କୋଭିଡ କଟକଣାକୁ ମାନୁନାହାନ୍ତି ପ୍ରାଇଭେଟ ହସ୍ପିଟାଲ । ତେଣୁ ଅଧିକାଂଶ କରୋନା ଯୋଦ୍ଧା ସଂକ୍ରମିତ ହେଉଛନ୍ତି । ଗତ ଦୁଇ ଦିନ ପୂର୍ବେ ଏକ ପ୍ରାଇଭେଟ ମେଡିକାଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହେବାପରେ ଗତକାଲି ମଧ୍ୟ ସରକାରୀ ହସ୍ପିଟାଲରୁ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୦୪୦୧କୁ ବୃଦ୍ଧି

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ ୧୭,୨୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୦୪୦୧ରେ ପଂହଚିଛି । ବର୍ତମାନ ସୁଦ୍ଧା ୨୮୫୬୩୬ ସୁସ୍ଥ

୨୨ଶହ ଟଙ୍କାରେ କୋଭିଡ ଟେଷ୍ଟ

ଭୁବନେଶ୍ୱର- ଏଣିକି ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ପାଇଁ ୪.୫୦୦ଟଙ୍କା ପରିବର୍ତେ୨୨ ଶହ ଟଙ୍କା ଦେବାକୁ ପଡିବ । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏ ନେଇ ଶନିବାର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବିଧିବଦ୍ଧ

ରାଜ୍ୟରେ ଛଅ ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର-ପୁଣି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୨୧୮ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ସଙ୍କରୋଧ କେନ୍ଦ୍ରର ୧୯୮ ଓ ଲୋକାଲ କେସ୍ ୨୦ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛନ୍ତି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୯,ଜଗତସିଂହପୁର ୨୯, ଗଜପତି

ଏକ କୋଟି ଛୁଇଁବ କୋରନା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା : ବିଶ୍ୱରେ କରୋନା ପ୍ରଭାବ ଦନକୁ ଦିନ ବଢି ଚାଲିଥିବାବେଳେ ଆସନ୍ତା ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରେ ପହଂଚିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି । ସଂଗଠନର ମହା ନିଦେ୍ର୍ଧଶକ ଟେଡେ଼୍ରାସ ଆଦାନମ୍ ଗେବ୍ରେଏସସ୍ ଏନେଇ ସୂଚନା ଦେଇଛନ୍ତି । ସାଉଦି

୬ ଦୋକାନୀଙ୍କୁ ଜରିମାନା

ବାରିପଦା: କୋଭିଡ୍-୧୯ ନିୟମକୁ ଉଲ୍ଲଙ୍ଘନ କରିବା ଯୋଗୁଁଆଜି ୨୩ ତାରିଖଦିନ ଛଅ ଜଣ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଘଟଣା ଘଟିଛି ମୟୂରଭ ଜିଲ୍ଲା ଅନ୍ତର୍ଗତ କରିିଆ ସହରରେ ସ୍ଥାନୀୟ ଏନ.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କୋଭିଡ୍-୧୯ ନୋଡାଲ ଅଫିସର ଶ୍ରୀ ବିଜୟ ନାୟକ

ଅଗଷ୍ଟ ସୁଦ୍ଧା ଟ୍ରେନ ଚଳାଚଳ ଅସମ୍ଭବ

ନୂଆଦିଲ୍ଲୀ: ସମସ୍ତ ନିୟମିତ ଟାଇମ୍-ଟେବଲ୍ ଟ୍ରେନ ପାଇର୍ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଟିକେଟର୍ ପୂରା ବୁକିଙ୍ଗ ମୂଲ୍ୟ ଫେରାଇ ଦେବାକୁ ରେଳବାଇ କହିଥିବାରୁ ଅନୂ୍ୟନ ଅଗଷ୍ଟ ମଧ୍ୟ ଭାଗ ପୂର୍ବରୁ ନିୟମିତ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାର ସମ୍ଭାବନା ନାହିଁ

ଓଡ଼ିଶାକୁ ଆଦାନୀ ଦେବ ଆଲୋକ

ଭୁବନେଶ୍ୱର: ଓଡ଼ିଶା ପାୱାର ଜେନେରେଶନ ଲିମିଟେଡ୍(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉପତ୍ପାଦନକାରୀ କମ୍ପାନୀ ଆଦାନୀ ପାୱାର ଲିମିଟେଡ୍ (ଏପିଏଲ୍) ନିକଟକୁ ଯିବ । ଏଥିଲାଗି ଓପିଜିସିର ଅନୁବନ୍ଧିତ ସଂସ୍ଥା ଏଇଏସ୍ କର୍ପୋରେଶନ ସହ ଆଦନୀ ଶେୟାର ବିକ୍ରି ଏବଂ କ୍ରୟ ଚୁକ୍ତିି