୧୭ କିମି ପାଦରେ ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ
ଭୁବନେଶ୍ୱର: ପୁଣି ପଦାକୁ ଆସିଲା ଜନନୀ ଯନ୍ତ୍ରଣା । ଖବର ଦେବା ସତ୍ୱେ ଠିକ୍ ସମୟରେ ଆମ୍ବଲାନ୍ସ ନ ପହଁଚିବାରୁ ୧୭ କିଲୋମିଟର ପାଦରେ ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା ପ୍ରସବଜନିତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବଲାନ୍ସକୁ ଖବର ଦେଇଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ!-->…