ତିନି ଜଣରେ ଜଣେ ପାଇଲଟଙ୍କ ଲାଇସେନ୍ସ ଜାଲ
ଇସ୍ଲାମାବାଦ : ପାକିସ୍ତାନର ଯାତ୍ରୀବାହୀ ବିମାନ ଉଡାଉଥିବା ୩୦ ପ୍ରତିଶତ ପାଇଲଟଙ୍କ ଲାଇସେନ୍ସ ଜାଲ । ଆବଶ୍ୟକ ତାଲିମ୍ ନ ନେଇ ଲାଂଚ ଦେଇ ଲାଇସେନ୍ସ ପାଇଥିବା ଜଣାପଡ଼ିଛି । ନ୍ୟାସନାଲ ଆସେମ୍ବ୍ଲି ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରୱାର ଖାଁ କରାଚୀଠାରେ ହୋଇଥିବା!-->…