ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୪୫ ବର୍ଷ
ନୂଆଦିଲ୍ଲୀ- ଆଜିକୁ ୪୫ ବର୍ଷ ପୂର୍ବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଏହି ଅବସରରେ କେନ୍ଦ୍ରର ଶାସକ ଦଳ ବିଜପି କଂଗ୍ରେସ ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ନେତା ଟୁଇଟ କରି ସେଦିନର କଥାକୁ ମନେ ପକାଇଛନ୍ତି । ସେହି!-->…