ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର- ଅନଲାଇନ ତଥା ଡିଜିଟାଲ ଶିକ୍ଷା ସୁଦୃଢ କରିବା ପାଇଁ ଗଠିତ ହେଲା ୪ କମିଟି । ଅନଲାଇନ ପାଠପଢା ପାଇଁ ଓଡିଶାରେ ଭିତିଭୂମିର ଅଭାବ ଥିବାରୁ ବହୁ ଛାତ୍ରଛାତ୍ରୀ ଏଥିରୁ ବଂଚିତ ହେଇ ଆସୁଛନ୍ତିି । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ହ୍ୱାଟସଆପ ଓ ମଧୁ ଆପ ଜରିଆରେ ଶିକ୍ଷା ପ୍ରଦାନ!-->…