ପୁଣି ଅବସାଦ ନେଲା ଜୀବନ : ଆତ୍ମହତ୍ୟା କଲେ ଏନକାଉଂଟର ସ୍ପେଶାଲିଷ୍ଟ
ପାଟନା : ବିହାରର ଦକ୍ଷ ପୋଲିସ ଅଧିକାରୀ ତଥା ପୂର୍ବତନ ଡ଼ିଏସପି କୃଷ୍ଣ ଚନ୍ଦ୍ର ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୁର୍ବରୁ ସେ ଏକ ନୋଟ ଲେଖିଛନ୍ତି । ସେଥିରେ ଲେଖା ଅଛି “ ମୁଁ ଗତ ୧୬ ବର୍ଷ ଧରି ଚିକିତ୍ସିତ ହେଉଥିଲି । ମାନସିକ ଅବସାଦ ପାଇଁ ମୁଁ ଅନେକ ମାସ!-->…