୫ ଦିନରେ ୪୩ ହଜାର ସାଇବର ଆଟାକ
ନୂଆଦିଲ୍ଲୀ: ଲାଦାଖ ସଂଘର୍ଷ ପରେ ଚାଇନା ପକ୍ଷରୁ ଆରମ୍ଭ ହୋଇଛି ସାଇବର ଆଟାକ । ପୂର୍ବ ୫ ଦିନ ମଧ୍ୟରେ ୪୩ ହଜାର ଥର ଭାରତକୁ ସାଇବର ଆକ୍ରମଣ କରିଛି ଚାଇନା । ଭାରତର ପ୍ରତିଷ୍ଠିତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ୱେବ ଏବଂ ବ୍ୟାଙ୍କିଂ ସେକ୍ଟରକୁ ହ୍ୟାକ କରିବାକୁ ଚେଷ୍ଟା ଚଳାଇଛନ୍ତି!-->…