ରାଜ୍ୟରେ ବଢିଲା କରୋନା ମୃତ୍ୟୁ ଦିନକରେ ଗଲା ତିନି ଜୀବନ

ଭୁବନେଶ୍ୱର,୨୩.୬ (ନି.ପ୍ର.): ରାଜ୍ୟରେ ଆଜି ଆଉ ତିନି ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮ ରେ ପହଞ୍ଚିିିିିିଯାଇଛି । ଏହି ୩ ମୃତକ କଟକର । ଉଭୟଙ୍କର ଡାକ୍ତରଖାନରେ

ଶରଧା ବାଲିରେ ତିନି ରଥ

ପୁରୀ,୨୩.୬ (ନି.ପ୍ର.): ନବଦିନ ବ୍ୟାପୀ ଘୋଷ ଯାତ୍ରାରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଜି ଶରଧା ବାଲିରେ ପହଂଚିଛି । ଆସନ୍ତାକାଲି ଚତୁର୍ଦ୍ଧା ମୃର୍ତି ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଭକ୍ତ ଶୂନ୍ୟ

ଟେଲିଭିଜନ ମାଧ୍ୟମରେ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି ।

ଟେଲିଭିଜନ ମାଧ୍ୟମରେ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କୁ ପ୍ରଣାମ କରୁଛନ୍ତି ।

ଗୋଲାପ ସରବତ ଖିରୀ

ଆବଶ୍ୟକ ସାମଗ୍ରୀକ୍ଷୀର – ୨କପକ୍ରିମ – ୧କପଗୋଲାପ ଜଳ – ୨ଚାମଚଗୋଲାପ ସରବତ – ଆବଶ୍ୟକ ପରିମାଣରେଚିନି – ୨ଚାମଚପିସ୍ତା – ଆବଶ୍ୟକ ପରିମାଣରେକର୍ଣ୍ଣଫ୍ଲୋର – ଅଳ୍ପକମଳା ରସ – ଅଳ୍ପପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେଥିରେ କ୍ଷୀର, କ୍ରିମ, କର୍ଣ୍ଣଫ୍ଲୋର