ହଜ ଯାତ୍ରା ବାତିଲ
ନୂଆଦିଲ୍ଲୀ- କରୋନା ସଂକ୍ରମଣକୁ ଦୃଷ୍ଟରେ ରଖି ଚଳିତ ବର୍ଷ ହଜଯାତ୍ରା ବାତିଲ କରାଯାଇଛି । ହଜ ଯାତ୍ରା ପାଇଁ ଆବେଦନ କରିଥିବା ଭାତୀୟ ଯାତ୍ରୀଙ୍କୁ କେନ୍ଦ୍ର ସରକାର ଟଙ୍କା ଫେରେଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁଖତାର ଆବାସ ନକଭୀ!-->…