ଦେଶର ୯୮ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ : ବିଭିନ୍ନ ସ୍ଥାନରୁ ପ୍ରବାସୀ ମାନେ ଫେରିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତମାନ ଦେଶର ୯୮ଅନୁନ୍ନତ ଜିଲ୍ଳାରେ କରୋନା ସ୍ଥିତି ଗମ୍ଭୀର । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଂଟା!-->…