ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ
ପୁରୀ- ରଥ, ପଥ, ଭକ୍ତ ପ୍ରସ୍ତୁତ । ବଡଦାଣ୍ଡରେ ଗଡିବ କାଳିଆ ରଥ । ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଓ ଉତ୍ସାହ । କୋଟିକୋଟି ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ ସାଆନ୍ତ । ରଥଯାତ୍ରା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଜଗତର ନାଥ ଜଗନ୍ନାଥଙ୍କ ଆଗରେ!-->…
ଭୁବନେଶ୍ୱରରୁ ନୂଆ ୧୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର- ଭୁବନେଶ୍ୱରରେ ପୁଣି ନୂଆ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସଙ୍ଗରୋଧ ଗୃହର ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ମଂଚେଶ୍ୱରରୁ ୭, ବାଣୀବିହାର ଜଣେ ଓ ୩ ରେଲୱେ କର୍ମଚାରୀ ରହିଛନ୍ତି ।
କ୍ୟାପିଟାଲ ହସ୍ପିଟାଲ ଘେରିଲେ ବିକ୍ଷୋଭକାରୀ
ଭୁବନେଶ୍ୱର: ଦୁର୍ବ୍ୟବହାର କରିବା ସହ ଦରମା କାଟୁଥିବା ଅଭିଯୋଗରେ ନିର୍ଦେଶକଙ୍କ ଅଫିସ୍ ଘେରଉ କରିଛନ୍ତି ବିକ୍ଷୋଭକାରୀ । ମାସିକ ୧୦ ହଜାର ଟଙ୍କା କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ଦାବି କରିଛନ୍ତି ସଫେଇ କର୍ମଚାରୀ । ସେମାନଙ୍କୁ ମାସିକ ୬ ହଜାର ଦିଆଯାଉଛି ବୋଲି ଜଣେ ମହିଳା!-->…
୨୫ରେ ଛଡାଯିବ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ
ସମ୍ବଲପୁର- ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖରେ ହୀରାକୁଦ ଡ୍ୟାମରୁ ଛଡାଯିବ । ଏନେଇ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି । ଡ୍ୟାମ କର୍ତୃପକ୍ଷ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଛତିଶଗଡ ଅଂଚଳରେ ଅଧିକ ବର୍ଷା ହୋଇଥିବାରୁ ଡ୍ୟାମ ମଧ୍ୟରେ!-->…