ନବ ବଧୂକୁ ହତ୍ୟା : ସ୍ୱାମୀ ଓ ଶଶୁର ଗିରଫ
ବିଞ୍ଝାରପୁର,୨୨.୬ (ନି.ପ୍ର.): ବିଞ୍ଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ଗବଡ଼ିହ ଗ୍ରାମରେ ଜନୈକା ନବବଧୂ ହତ୍ୟା ଘଟଣାରେ ବିଞ୍ଝାରପୁର ପୋଲିସ୍ ସ୍ୱାାମୀ ଓ ଶଶୁରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ଗବଡ଼ିହ ଗ୍ରାମର ପର୍ଶୁରାମ!-->…