ସରକାରୀ ଜମିରୁ ବୃଦ୍ଧାଙ୍କୁ ହଟାଇବାକୁ ଚକ୍ରାନ୍ତ ଅଭିଯୋଗ
ଚମ୍ପୁଆ(ନି.ପ୍ର)- ଦୀର୍ଘ ୭୦ବର୍ଷ ଧରି ସରକାରୀ ଜମିରେ ଘରକରି ରହିଥିବା ୭୦ ବର୍ଷୀୟ ବୃଦ୍ଧାଙ୍କୁ ସେଠାରୁ ହଟାଇବା ପାଇଁ ଚାଲିଛି ଚକ୍ରାନ୍ତ । ବୃଦ୍ଧାଙ୍କୁ ହଟାଇ ଉକ୍ତ ଜମିକୁ କବଜା କରିବା ପାଇଁ ବାରମ୍ବାର ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ବୃଦ୍ଧା ନ୍ୟାୟ ପାଇବା!-->…