ବିଶିଷ୍ଟ ଗବେଷକଙ୍କ ପରଲୋକ
ଯାଜପୁର: ଯାଜପୁରର ବିଶିଷ୍ଟ ଐତିହାସିକ ଗବେଷକ ଡ଼ଃ ସୁରେନ୍ଦ୍ର ପ୍ରସାଦ ମିଶ୍ରଙ୍କର ଭୁବନେଶ୍ୱର ପଳାଶୁଣୀ ସ୍ଥିତ ନୂଆପ୍ରାଚୀ ବିହାର ବାସ ଭବନରେ ୭୫ ବର୍ଷ ବୟସରେ ରବିବାର ଦିନ ଦେହାନ୍ତ ହୋଇଯାଇଛି । ଯାଜପୁରର ମାଳ ବଡ଼ପଣ୍ଡା ଚୈାଧୁରୀ ପରିବାରର ସଦସ୍ୟ ଡ଼ଃ ମିଶ୍ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ!-->…