ସୁସ୍ଥ ହେଲେ ୧୫୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଆକ୍ରାନ୍ତ । ଏଯାବତ୍ ଆରୋଗ୍ୟ ହାର ୩୨୦୦ରେ ପଂହଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୪୩, ଜଗତସିଂହପୁର ୨୧, କନ୍ଧମାଳ ୧୮, ଖୋର୍ଦ୍ଧା ୧୨, ଭଦ୍ରକ ୧୧, ଗଜପତି ୯, କଳାହାଣ୍ଡି ୭, ବାଲେଶ୍ୱର, ଦେବଗଡ, ଗଞ୍ଜାମ, ମୟୂରଭଞ୍ଜ ଓ!-->…
ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପୁଣି ପିଟିସନ ଦାୟର
ଭୁବନେଶ୍ୱର- ରଥଯାତ୍ରା ପାଇଁ ପୁଣି ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ । ପୁରୀରେ ସଟଡାଉନ ଘୋଷଣା କରି ରଥାଯାତ୍ରା କରିବା , ଓ ରାୟରେ ଆଂଶିକ ପରିବର୍ତନ ଆଣିବା ପାଇଁ ଅଫତାବ ହୁସେନ ପିଟିସନରେ ଆବେଦନ କରିଛନ୍ତି । ଚଳିତ ବର୍ଷ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା!-->…
ଭାରତର ରଣସଜ୍ଜା : ମୁତୟନ ହେଲା ସୁଖୋଇ,ମିରେଜ ଓ ଆପାଚେ
ନୂଆଦିଲ୍ଲୀ : ଚୀନର ଦୁଃସାହାସର ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ପରେ ଭାରତୀୟ ପ୍ରତିରକ୍ଷା ବାହିନୀ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସମଗ୍ର ଚୀନ ସୀମାରେ ଭାରତ ପକ୍ଷରୁ ରଣସଜ୍ଜା ଆରମ୍ଭ ହୋଇଯାଇଛି । ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ, ମିରେଜ-୨୦୦୦,ଜାଗୁଆର!-->…
ପ୍ରବାସୀ ଶ୍ରମିକଙ୍କ ପାଇଁ “ ଗରିବ କଲ୍ୟାଣ ରୋଜଗାର ଅଭିଯାନ ’’
ନୂଆଦିଲ୍ଲୀ : ଲକ୍ଡାଉନ୍ ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ମାଧ୍ୟମ ଦେବା ଲାଗି କେନ୍ଦ୍ର ସରକାର ଏକ ନୂଆ ସ୍କିମ୍ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଘୋଷଣା କରିଛନ୍ତି। ଏହି ଅଭିଯାନ ପାଇଁ ଦେଶର ୬ଟି ରାଜ୍ୟର ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଥିବା!-->…
ସଂସ୍କୃତରେ ଶ୍ଳୋକ ଲେଖିଲେ ପ୍ରିୟଙ୍କା!
ମୁମ୍ବାଇ: ଭାରତ-ଚାଇନା ସୀମା ବିବାଦକୁ ନେଇ ଲଦ୍ଦାଖର ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ୨୦ ସେନାଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ବଲିଉଡ୍ର ଦେଶୀ ଗର୍ଲ ଏକ ସଂସ୍କୃତ ଶ୍ଳୋକ ମାଧ୍ୟମରେ ଶହୀଦଙ୍କୁ ଶ୍ରଦ୍ଧାଜଳି ଦେଇଛନ୍ତି। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ଶହୀଦଙ୍କ ପରିବାର!-->…
ଦୀପିକାଙ୍କ ଜିଦ୍!
ଟିଭି ସିରିଏଲ ସସୁରାଲ୍ ସିମର୍ ଫେମ୍ ଅଭିନେତା ସୋଏବ ଇବ୍ରାହିମ ନିଜ ଫିଟ୍ନେସ୍କୁ ନେଇ ବେଶୀ ସତର୍କ ଥାନ୍ତି। ଏଥିପାଇଁ ନିଜ ଖାଦ୍ୟପେୟ ଏବଂ ଜିମ୍ ଯିବା ଉପରେ ଧ୍ୟାନ ଦେଇଥାନ୍ତି। କରୋନା ଯୋଗୁ ଜିମ୍ ବନ୍ଦ ଥିବାରୁ ସୋଏବ ଏବେ ଘରେ ଓ୍ବାର୍କଆଉଟ୍ କରୁଛନ୍ତି।
!-->!-->!-->!-->!-->…
କାନ୍ଦିଲେ ସୁର ରାଉତରାୟ
ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ବନ୍ଦ ହେବା ଦୁଃଖରେ ମ୍ରିୟମାଣ ହୋଇ କାନ୍ଦି ପକାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଭୀର ମର୍ମାହତ ହୋଇ ମୁଁ କାଲି ରାତିରେ ଶୋଇ ପାରି ନାହିଁ । ୬୫ ବର୍ଷ ହେଲା ରଥ ଟାଣି ଆସିଛି । ଯଦି ଯାତ୍ରା!-->…
ରାଜଧାନୀରେ ପୁଣି ୭ ପଜିଟିଭ
ଭୁବନେଶ୍ୱର- ରାଜଧାନୀରେ ପୁଣି ୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେନଟାଇନରେ ଥିବା ବେଳେ ୩ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ହୋମ କ୍ୱାରନଟାଇନରେ ଥିବା ୪ ରେଳ କର୍ମଚାରୀ ପୁରୁଷ । ଏମାନେ ସମସ୍ତେ ଦିଲ୍ଲୀ ଫେରନ୍ତା ବୋଲି!-->…