ପୁଲିସ୍ ହାତରେ ୩ ହାତି ଶିକାରୀ

କେନ୍ଦୁଝରଗଡ: ୩ ହାତି ଶିକାରୀଙ୍କୁ ଗିରଫ କଲା ପୁଲିସ୍ । ଅଭିଯୁକ୍ତ ମାନେ ସ୍ଥାନୀୟ ଅଂଚଳର ବୋଲି ଯଣାପଡିଛି । ନିକଟରେ ଚମ୍ପୁଆ ରେଞ୍ଜ ଅର୍ନ୍ତଗତ ଗୁରୁବେଡା ବୌତରଣୀ ଜଙ୍ଗଲରେ ୨ ହାତୀଙ୍କ ମୃତ୍ୟ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଥିଲା । ବର୍ତମାନ ସୁଧା ଏହି ଘଟଣା ନେଇ ପୁଲିସ ୫ ଜଣଙ୍କୁ ଗିରଫ

୫ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ବର : ରସୁଲଗଡ଼ ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ କେଜି ୪୮୬ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି ପୁଲିସ । ଗୋଟିଏ ଦିନରେ ସାଢ଼େ ୪ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓଡ଼ିଶା ପୁଲିସ ଇତିହାସରେ ଏକ

କଂଟେନମେଂଟ ଜୋନ ହେଲା ଡୁମୁଡୁମା

ଭୁବନେଶ୍ୱର- ଡୁମୁଡୁମା ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି ଭୁବନେଶ୍ୱର ମହାନଗର ନିଗମର କମିଶନର । ଏହି ଅଂଚଳର ସୁବାସ ନଗର ବସ୍ତିରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ବିଏମସି ଏଭଳି ନିଷ୍ପତି ନେଇଛନ୍ତି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମରେ କରୋନା ଯୋଦ୍ଧା ପଜିଟିଭ

ଗଞ୍ଜାମ- ଗଞ୍ଜାମ ଜିଲ୍ଲାରେ ୬ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ବ୍ରହ୍ମପୁର ମହାନଗର ନିଗମ ହୋଇଥିବା ବେଳେ ଚିକିଟି, ଶେରଗଡ ଓ ସାନଖେମୁଣ୍ଡି ବ୍ଳକର ଜଣେ ଲେଖାଏଁ ରହିଛନ୍ତି । ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି । ଗଞ୍ଜାମ ପ୍ରଶାସନ ଏନେଇ ଟୁଇଟ

ଭୋଟ ଦେଲେ କରୋନା ସଂକ୍ରମିତ ବିଧାୟକ

ଭୋପାଳ : ଭୋଟ ଦେଲେ କରୋନା ସଂକ୍ରମିତ ବିଧାୟକ । ଶୁକ୍ରବାର ଅନୁଷ୍ଠିତ ରାଜ୍ୟସଭା ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଥିବା ଜୱାଦର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକଙ୍କ ପରୀକ୍ଷା କରାଯିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସଂପୃକ୍ତ ବିଧାୟକଙ୍କ ପତ୍ନୀ ମଧ୍ୟ କରୋନା

ପୁଣି ବଢିଲା ତୈଳଦର

ନୂଆଦିଲ୍ଲୀ- ଗତ ୧୪ ଦିନ ଧରି କ୍ରମାଗତ ଭାବେ ତେଳଦର ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଦିଲ୍ଲୀରେ ପେଟ୍ରାଲ ଲିଟର ପିଛା ୦.୫୧ ପଇସା ଓ ଡିଜେଲଦର ୦୬୧ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିିତ ତେଳଦର ଅନୁସାରେ ପେଟ୍ରୋଲ ଲିଟର ପିଛା ୩୮.୮୮ ଥିବା ବେଳେ ଡିଜେଲ ଦର ୭୭.୬୭ ଟଙ୍କା ରହିଛି ।

ପୁଣି ଚିହ୍ନଟ ହେଲେ ୧୭୯ ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୭୯ ନୂଆ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ୨୯ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୧୫୦ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୭, ଖୋର୍ଦ୍ଧା ୨୭, ଅନୁଗୁଳ ୬, ନବରଙ୍ଗପୁର ୧, ଜଗତସିଂହପୁର

‘ବୁଲ୍‌ବୁଲ’ର ଟ୍ରେଲର ରିଲିଜ୍‌!

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଦ୍ୱିତୀୟ ଓ୍ବେବ୍‌ ସିରିଜ୍‌ ‘ବୁଲବୁଲ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ଅଭିନେତ୍ରୀ ତୃପ୍ତି ଡିମରୀଙ୍କୁ ବଙ୍ଗାଳୀ ବୋହୂ ଚରିତ୍ରରେ ଦେଖିବାକୁ ମିଳୁଛି। ସୁପରନେଚୁରାଲ କାହାଣୀ ଉପରେ ଆଧାରିତ ଏହି ଓ୍ବେବ୍‌

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୫୦୪୮ ପାର

ନୂଆଦିଲ୍ଲୀ- ଗତ୨୪ ଘଂଟା ମଧ୍ୟରେ ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୫୧୬କୁ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୫୦୪୮ରେ ପଂହଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ ୨୧୩୮୮୦ ସୁସ୍ଥ