ରାଜଧାନୀରେ ୩ହଜାରକୁ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ ଘଂଟା ମଧ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର ଠାରୁ ଦିଲ୍ଲୀର ସ୍ଥିତି ଏବେ ସଂଙ୍କଟାପର୍ଣ୍ଣ । ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୫୦,୧୧୬ କୁ ବୃଦ୍ଧି ପାଇଛି । ୨୯,୫୬୯ ଜଣ ସୁସ୍ଥ ହୋଇଥିବାବେଳେ ବିଭିନ୍ନ ହସ୍ପିଟାଲ ଓ!-->…