ଗଞ୍ଜାମ ଜିଲ୍ଲାରେ ୩୮କରୋନା ପଜିଟିଭ
ଗଞ୍ଜାମ- ଗଞ୍ଜାମରେ ଗତକାଲି ପୁଣି ୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ କରୋନା ଯୋଦ୍ଧା ଅଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଚିକିଟି ୨, ଗଞ୍ଜାମ ଜଣେ, ପୋଲସରା ୩, ରଙ୍ଗେଇଲୁଣ୍ଡା, ଛତ୍ରପୁରରୁ ଓ!-->…
କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର
ଆଠଗଡ- କୂଅ ଭିତରୁ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି ବନବିଭାଗ । କୌଣସି କାରଣ ନେଇ ବଜ୍ରକାପ୍ତା କୂଅ ଭିତରେ ପଡିଯାଇଥିଲା । ଗ୍ରାମବାସୀ ଆଠଗଡ ସଦର ଫରେଷ୍ଟ ରେଞ୍ଜକୁ ଖବର ଦେଇଥିଲେ । ସଦର ରେଞ୍ଜର ଆଇସି ଅଖତରି ଲିସା ବନବିଭାଗ କର୍ମଚାରୀଙ୍କ ସହିତ ଘଟଣା ସ୍ଥଳରେ ପଂହଚି ଜୀବନ୍ତ!-->…
ଯୌତୁକ ପାଇଁ ବଧୁ ହତ୍ୟା ଉଦ୍ୟମ!
ବାଲିକୁଦା, ୨୦.୬ (ନି.ପ୍ର.):ବାଲିକୁଦା ଥାନା ଅଧୀନ ଅନନ୍ତପୁର ଫାଣ୍ଡି ଅନ୍ତର୍ଗତ ରାହାଣ ପଂଚାୟତ ଓରଣ୍ଡ ଗାଁରେ ଆଜି ଜଣେ ବିବାହିତା ମହିଲା ଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରାଯାଇଥିବା ବାଲିକୁଦା ଥାନାରେ ଅଭିଯୋଗ ହୋଇଛି । ତେବେ ଯୌତୁକ ପାଇଁ ଶାଶୁ ଘର ଲୋକେ ଝିଅକୁ ମାରିଦେବାକୁ ଉଦ୍ୟମ!-->…
ଫେରାର ଅଭିଯୁକ୍ତ କୋର୍ଟ ଚାଲାଣ
ବାଲିକୁଦା, ୨୦.୬(ନି.ପ୍ର): ବାଲିକୁଦା ଥାନା ପଛ ପଟ ବାଲିକୁଦା ଗାଁରେ ଚୋରା ମଦ ବ୍ୟବସାୟ କରୁଥିବା ଅକ୍ଷୟ ଗୋଚ୍ଛାୟତ (ଖଗ) କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିକୁଦା ପୁଲିସ । ଗତ ଫେବୃଆରୀ ମାସରେ ଥାନା ଏସଆଇ ଚିରଞ୍ଜୀବୀ ବେହେରା ଖଗ ମଦ ବିକ୍ରି କରୁଥିବା ସ୍ଥାନ ଉପରେ ଚଢଉ କରି ବିପୁଳ!-->…
ଯାଜପୁର ଜିଲ୍ଲାରେ ରଥଯାତ୍ରା ବନ୍ଦ
ଯାଜପୁର,୨୦.୬ (ନି.ପ୍ର): ସଂପ୍ରତି କରୋନା ବିଶ୍ୱ ସାରା କାୟା ବିସ୍ତାର କରିସାରିଚ୍ଥିା ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଚ୍ଥି ଯେ, ସଂପ୍ରତି କୋଭିଡ-୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ତଥା!-->…
କିଡିନି ରୋଗ ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଯାଜପୁର ତା ୧୭/୦୬ (ନି.ପ୍ର) : ଗରିବ ଅସହାୟକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଯୋଜନାର ସଫଳ ରୂପାୟନ ପାଇଁ କୋଟି କୋଟି ଅର୍ଥ ବୟ ବରାଦ ହେଉଛି । ହେଲେ ଉପଯୁକ୍ତ ହିତାଧିକାରୀଙ୍କୁ ମିଳୁନି ସହାୟତା । ଏପରି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକ ଚିତାଳୋ!-->…
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ ଡ୍ରିଲ
ରାୟଗଡା, ୨୦.୬ (ନି.ପ୍ର): ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ବିପର୍ଯ୍ୟୟକୁ ମୁକାବିଲା କରାଯାଇ ପାରିବ ସେ ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ମକ୍ ଡ୍ରିଲ କାର୍ଯ୍ୟକ୍ରମ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠୀତ ହୋଇଥିଲା । ପ୍ରାକୃତିକ!-->…
ଏଡିଏମଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ
ରାୟଗଡା, ୨୦.୬ (ନି.ପ୍ର): ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଜେକେପୁର ଇ.ଏସ.ଆଇ ହସ୍ପିଟାଲ ପରିସରରେ ଥିବା କୋଭିଡ କେୟାର ସେଂଟର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । କୋରନା ରୋଗୀଙ୍କ ପାଇଁ କୋଭିଡ କେୟାର ସେଂଟରରେ ୧୦୦ ଶଯ୍ୟା ବେଡ ପ୍ରସ୍ତୁତ ଥିବା ବେଳେ ୧୧ଟି ଆଇସିୟୁ!-->…
କରୋନା ମୁୁକାବିଲା ପାଇଁ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ
ନୂଆଦିଲ୍ଲୀ, ୨୦ .୬ (ଏଜେନି୍ସ): ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ ମିଳିବାକୁ ଥିବା!-->…