ରାୟଗଡାରେ ୫ଟି ନୁଆ ପଜିଟିଭ କେସ, ୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା ।
ରାୟଗଡା- ମହାମାରୀ କରୋନା ସଂକ୍ରମଣରେ ରାୟଗଡା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଥିବାବେଳେ ୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ବାକି ୧୦ ଜଣଙ୍କ ମଧ୍ୟରୁ ୫ ଜଣ କେରାପୁଟ ଜିଲ୍ଲାର ଜୟପୁର କୋଭିଡ ହସ୍ପିଟାଲରେ ଏବଂ ନୁଆ ଭାବେ ଚିହ୍ନଟ ହୋଇଥିବା ୫ଜଣ ରାୟଗଡ ଜିଲ୍ଲା ଜେକେ ପୁର!-->…