ପବଜି ଗେମ୍ ଆପ୍ କାହାର?
ନୂଆଦିଲ୍ଲୀ,୨୧.୬ (ଏଜେନ୍ସି): ଭାରତ ଏବଂ ଚୀନ ସୀମାରେ ଜାରି ରହିଥିବା ଉତେଜନା କାରଣରୁ ଭାରତୀୟ ବଜାରରେ ବର୍ତମାନ ଚାଇନା ଉତ୍ପାଦ ଗୁଡିକୁ ପ୍ରାୟତଃ ବହୁ ଲୋକ କିଣିବା ଲାଗି ନାପସନ୍ଦ କରୁଛନ୍ତି । କେବଳ ସେତିକି ନୁହେଁ, ଲୋକେ ଚାଇନା କଂପାନୀମାନଙ୍କ ଦ୍ୱାରା ବିକଶିତ ହୋଇଥିବା ଆପଗୁଡିକୁ!-->…