୧୨ ଘଂଟିଆ ପୁରୀ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ସେନା ୧୨ ଘଂଟିଆ ପୁରୀ ବନ୍ଦ ପାଇଁ ଆହ୍ୱାନ ଦେଇଛି । ମହାପ୍ରଭୁଙ୍କ ଘୋଷ ଯାତ୍ରା ବନ୍ଦ କରିବା ନେଇ ସୁପ୍ରିମର୍କୋଟଙ୍କ ରାୟ ପ୍ରତିବାଦରେ ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଯାଏ ପୁରୀ ସହର ବନ୍ଦ ରହିବ । ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପଳନ ହେବ ବୋଲି ଶ୍ରୀଜଗନ୍ନାଥ ସେନାର

ବଣାଇ ବିଧାୟକ ଅଙ୍ଗରକ୍ଷୀଙ୍କ ଆତ୍ମହତ୍ୟା

ବଣାଇ,୧୮.୬ (ନି.ପ୍ର.): ସୁନ୍ଦରଗଡ ଜିଲ୍ଳା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଙ୍ଗରକ୍ଷୀ ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି । ଅଙ୍ଗରକ୍ଷୀ ଡମୁରୁ ସାହୁ (୩୩) ହୁଣୀପଡା ଥାନା ଅନ୍ତର୍ଗତ କୁର୍ଡାସ୍ଥିତ ନିଜ ବାସଭବନରେ ନିଜ ସର୍ଭିସ ରିଭଲଭଲରୁ ଗଳିକରି ଆତ୍ମହତ୍ୟା କରିଥିବା ପ୍ରାଥମିକ

୫୦୦ ବର୍ଷରେ ୩୨ ଥର ବନ୍ଦ

କରୋନା ଯୋଗୁଁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଛନ୍ତି । ଏପରି ସ୍ଥିତିରେ ବିନା ଭକ୍ତରେ ରଥଯାତ୍ରା କରିବାକକୁ କେହିକେହି ମତ ଦେଉଛନ୍ତି । ମେସିନ ଓ ହାତୀ ଲଗାଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଉଛି । ତେବେ କେବଳଳ ଏହିବର୍ଷ ନୁହେଁ, ଅତୀତରେ ବିଭିନ୍ନ କାରଣ ଯୋଗୁଁ

କ୍ୟାବିନେଟର ଜରୁରୀ ବୈଠକ

ଭୁବନେଶ୍ୱର,୧୮.୬ (ନି.ପ୍ର.): ପୁରୀ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷିରେ ଆଜି ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ମନ୍ତ୍ର, ମୁଖ୍ୟସଚିବଙ୍କ ସହ

କୋର୍ଟ ନିଷ୍ପତି ମାନିବାକୁ ବାଧ୍ୟ: ଗଜପତି

ପୁରୀ,୧୮.୬ (ନି.ପ୍ର.): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ପ୍ରତିକ୍ରୀୟା ପ୍ରକାଶ କରି ଗଜପତି ମହାରାଜ ତଥା ଶ୍ରୀ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଦିିବ୍ୟସିଂହ ଦେବ କହିଛନ୍ତି ଯେ କୋର୍ଟଙ୍କ ନିଦେର୍ଶ ମାନବାକୁ

ଓୟୁଡବ୍ଲୁଜେ ପକ୍ଷରୁ କରୋନା ମୃତକ ଏବଂ ସହୀଦ ଯବାନଙ୍କୁୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୮.୬ (ନି.ପ୍ର.): ସହୀଦ ନଗର ସ୍ଥିତ ହଟକେଶ୍ୱର ମନ୍ଦିର ଠାରେ ଓୟୁଡବ୍ଲୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଶ୍ୱରେ କରୋନା ମହାମାରୀ ଜନିତ ମୃତ ବ୍ୟକ୍ତିଙ୍କ ଏବଂ ଲଦାଖ ସହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଶେକସଭା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ

ବିଜୟ ମହାନ୍ତିଙ୍କ ଆରୋଗ୍ୟ କାମନା କରି ହୋମ ଯଜ୍ଞ

ଭୁବନେଶ୍ୱର,୧୮.୬ (ନି.ପ୍ର.): ଓଡିଶାର ବିଶିଷ୍ଟ ମଂଚ ଓ ଚଳଚିତ୍ର ଅଭିନେତା, ନିଦେ୍ର୍ଧଶକ, ନାଟ୍୍ୟକାର ବିଜୟ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ବାରିପଦାର ଅନ୍ୟତମ ପୁରାତନ ନାଟ୍ୟସଂସ୍ଥା “ଯୁଗେଛା ନାଟ୍ୟ ସଂସ୍ଥା” ର କର୍ମକର୍ତା ଓ ସଦସ୍ୟମାନଙ୍କ ଦ୍ୱାରା ହାଇଦ୍ରାବାଦରୁ ଆସି ଭୂବନେଶ୍ୱର

ସୟଦପୁରରେ ସଂଘର୍ଷ : ୨ ଗିରଫ

ବିଂଝାରପୁର୧୮.୬ (ନି.ପ୍ର.): ବିଂଝାରପୁର ଥାନା ସୟଦପୁର ପଞ୍ଚାୟତ ପିରା ମହଲ୍ଳା ଓ ମୋଗଲ ମହଲ୍ଳା ଗ୍ରାମବାସୀଙ୍କ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଶରେ ବିଂଝାରପୁର ପୋଲିସ ପୃଥକ ପୃଥକ ୨ଟି ମାମଲା ରୁଜୁ କରିବା ସହ ଉଭୟ ପକ୍ଷଙ୍କ ତରଫର ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ

ଯୋଡାରେ ହାତୀ ମୃତ୍ୟୁ : ଅତିରିକ୍ତ ପିସିସିଏଫ ଓ ଆରସିସିଏଫଙ୍କ ତଦନ୍ତ

ଯୋଡା,୧୮.୬ (ନି.ପ୍ର.): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡା ଫରେଷ୍ଟ ସେକ୍ସନର ବୈତରଣୀ ରିଜର୍ଭ ଫରେଷ୍ଟ (ଖ) ଗୁରୁବେଡା ଜଙ୍ଗଲ ମଧ୍ୟରୁ ଠାବ କରାଯାଇଥିବା ଦୁଇଟି ହାତୀର ମୃତଦେହ ଘଟଣାର ତଦନ୍ତ ଆରମ୍ଭ କରିଛି ବନବିଭାଗ । ଗୋଟିଏ ଦନ୍ତା ଓ ଗୋଟିଏ ମାଈହାତୀର ମୃତ୍ୟୁ ଘଟଣାରେ ଘଟଣାସ୍ଥଳରେ

ବୀର ସୈନିକଙ୍କୁ ହରାଇ କାନ୍ଦୁଛି ମାଆ ମାଟି

ଭୁୁବନେଶ୍ୱର,୧୮.୬ (ନି.ପ୍ର.): ଚୀନ ଭାରତ ସୀମା ଲାଗି ରହି ଥିବା ଉତେଜନା ପରିସ୍ଥିତିରେ ସଂର୍ଘଷ ଘଟିି ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିବା ବେଳେ ତନ୍ମଧ୍ୟରୁ ୨ଜଣ ଓଡିିଶାର ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛିା ମୟୂରଭଞ୍ଜ ଜିଲ୍ଲାର ବାମନଘାଟି