ସଂଗରୋଧ କେନ୍ଦ୍ରରେ ରଜ ଉତ୍ସବ ପାଳନ
ଯାଜପୁର ତା ୧୭.୬ (ନି.ପ୍ର) : ଯାଜପୁର ବ୍ଲକ ମାର୍କଣ୍ଡପୁର ପଂଚାୟତସ୍ଥିତ ମାର୍କଣ୍ଡପୁର ହାଇସ୍କୁଲରେ ହୋଇଥିବା ସରକାରୀ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରଜ ଉତ୍ସବ ପାଳନ ହୋଇଯାଇଛି । ମାର୍କଣ୍ଡପୁର ପଂଚାୟତ ସରପଂଚ ପ୍ରମିଳା ଯେନାଙ୍କ ସଂଯୋଜନାରେ ଆୟୋଜିତ ଏକ!-->…