ଚକ୍ଷୁ ବିଶେଷଜ୍ଞ ଭାସ୍କର ପାଲଙ୍କ ବିୟୋଗ
ବାରିପଦା,୧୩.୬ (ନି.ପ୍ର.) : ଡାଃ ଭାସ୍କର କୁମାର ପାଲ ଜଣେ ଚକ୍ଷୁ ବିଶେଷଜ୍ଞା ସେ ଆଖି ଡାକ୍ତର ଭାବରେ ବେଶ ସୁନାମ ଅର୍ଜନ କରିଥିଲେ । ସେ ତାଙ୍କର ଚାକିରି କାଳରେ ଓଡିଶାର ବିଭିନ୍ନ ହସପିଟାଲରେ କାର୍ଯ୍ୟକରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ବିଶେଷକରି ମୟୂରଭଞ୍ଜ, ଭଦ୍ରକ, ନୂଆପଡା,!-->…