ୟୁଜି ଓ ପିଜି ପରୀକ୍ଷା ବାତିଲ

ଭୁବନେଶ୍ୱର - କରୋନା ଭୟାବହତା ପାଇଁ ସ୍ନାତକ ଏବଂ ସ୍ନାତକୋତର ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାରକୁ ବାତିଲ କରିଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ସବୁ କଲେଜ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତି

କରୋନା ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି

ଭୁବନେଶ୍ୱର- ଶୁକ୍ରବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ମୃତକ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ବ୍ୟକ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ବର୍ତମାନ

ପୁଣି ନୂଆ ୧୧୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଶୁକ୍ରବାର ପୁଣି ୧୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୯୮କୁ ବୃଦ୍ଧି ପାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୭ ଜଣ କ୍ୱରାନେଂଟାଇନରେ ରହୁଥିବା ବେଳେ ୫ ଜଣ ଲୋକାଲ କେସ୍ ବୋଲି ଜଣାପଡିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ

ଶୁକ୍ରବାର ୩ ଘଂଟା କର୍ଫ୍ୟୁ କୋହଳ

ଭୁବନେଶ୍ୱର,୧୧ ।୦୬(ନି.ପ୍ର.): ରଜ ପର୍ବ ପାଇଁ ରାଜ୍ୟ ସରକାର ଆଜି ଆସନ୍ତାକାଲି ଶୁକ୍ରବାର ଦିନ ୩ ଘଂଟା ପାଇଁ ରାତି୍ରକାଳୀନ କର୍ଫ୍ୟୁ କୋହଳ କରିଛନ୍ତି । ସନ୍ଧ୍ୟା ୭ଟାରୁ ରାତି୍ର ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । ଫଳରେ ଦୋକାନ ବଜାର ରାତି୍ର ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ରଜ

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନ ଡେସ୍କ

ଚମ୍ପୁଆ,୧୧ ।୦୬(ନି.ପ୍ର.): ଓଡିଶା ରାଜ୍ୟ ଆଇନ ସେବା ପ୍ରଧିକରଣ ନିର୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ତାଲୁକ ଆଇନସେବା କମିଟି ତରଫରୁ ଶ୍ରମ କାର୍ଯାଳୟଠାରେ ପ୍ରବାସୀ ଶ୍ରମିକ, ଅସହାୟ ଶ୍ରମିକ ଓ ଆଇନ ସେବା ଚାହୁଁଥିବା ହିତାଧିକାରିଙ୍କ ନିମନ୍ତେ ଏକ ଆଇନ ସହାୟତା ଡେସ୍କ ସ୍ଥାପନ

ବାଇକ ଚୋର ଗିରଫ

ଅନୁେଗୋଳ,୧୧ ।୦୬(ନି.ପ୍ର.): ଅନୁଗୁଳ ପୋଲିସ ଜଣେ ବାଇକ ଚୋରକୁ ଗିରଫ କରିବା ସଙ୍ଗେ ସଙ୍ଗେ ତା’ ନିକଟରୁ ୫ଟି ବାଇକ ଜବତ କରିଛି । ବଁରପାଳ ଥାନା ଅଧିକାରୀ ସୁନୀଲ କୁମାର କର ଚଢାଉ କରି ଚୋରି ହେଇଥିବା ବଜାଜ ପଲସର ମୋଟର ସାଇକେଲ ଉଦ୍ଧାର କରିବା ସହ ପ୍ରଶାନ୍ତ ଲେଙ୍କାଙ୍କୁ ଗିରଫ କରିଛି ।

ମହାନଦୀ ଜଳରୁ ମନ୍ଦିର ଚୂଡ଼ା ଆବିଷ୍କୃତ

ଭାପୁର,୧୧.୬(ନି.ପ୍ର.): ମହାନଦୀ ଗର୍ଭରେ ବୁଡି ରହିଥିବା ଏକ ମନ୍ଦିରର ଦଧିନଉତି ଆବିଷ୍କୃତ ହୋଇଛି । ଐତିହାସିକ ଅନୀଲ ଧୀରଙ୍କ ନେତୃତ୍ୱରେ ଭାରତୀୟ କଳା ଓ ସଂସ୍କୃତ ଐତିହ୍ୟ ନ୍ୟାସ (ଇନଟାକ) ପକ୍ଷରୁ ମହାନଦୀ ଅବବାହିକା ଐତିହ୍ୟସ୍ଥଳ ପ୍ରଲେଖନ ପ୍ରକଳ୍ପ କାର୍ଯ୍ୟ ବେଳେ ନୟାଗଡ଼ ଜିଲ୍ଲା

ବୋଲେରୋ ସହ ମଦ ଜବତ

ବାଲିକୁଦା,୧୧ ।୦୬(ନି.ପ୍ର.): ଗତକାଲି ରାତିରେ ବାଲିକୁଦା ପୁଲିସ ଏକ ବୋଲେରୋ ସହ ୨୮ ପେଟି ମଦ ଜବତ କରିଛି । ଏହି ମଦ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ମାଡି ବସିଛି । ମଦ ବୁହା ହେଉଥିବା ଏକ ବୋଲେରୋକୁ ମଧ୍ୟ ଜବତ କରିଛି ବାଲିକୁଦା ପୁଲିସ ମାତ୍ର ଗାଡିର ଚାଳକ ଓ ଅନ୍ୟ ଜଣେ ଫେରାର ହୋଇ

ସଂରକ୍ଷଣ ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୧୧ ।୦୬(ଏଜେନ୍ସି): ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତାମିଲନାଡ଼ୁର ମେଡ଼ିକାଲ କଲେଜଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଆଶାୟୀମାନଙ୍କ ଲାଗି କୋଟାକୁ ନେଇ ଦାଖଲ ହୋଇଥିବା ପିଟିସନର ଶୁଣାଣି