ଓଡ଼ିଶା ଛୁଇଁଲା ମୌସୁମୀ
ଭୁବନେଶ୍ୱର,୧୧ ।୦୬(ନି.ପ୍ର.): ଚାଷୀଙ୍କ ପାଇଁ ଖୁସି ଖବର । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଛି ବୋଲି ଆଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦେଶକ ଏ.ଆର.ବିଶ୍ୱାସ କହିଛନ୍ତି । ଗଣମାଧ୍ୟମକୁ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ମୌସୁମୀ!-->…