ଖୋରଧା ଉପକାରାଗାରରେ ବ୍ରାଉନ ସୁଗାର କାରବାର

ଖୋର୍ଦ୍ଧା (ନି.ପ୍ର.): ଖୋର୍ଦ୍ଧା ଉପକାରାଗାର ଭିତରେ ବ୍ରାଉନସୁଗାର କାରବାର ନେଇ ଏକ ଭିଡ଼ିଓ କ୍ଲିପିଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସାନ୍ତନୁ କୁମାର ମହାନ୍ତି ଏବଂ ଖୋରଧା ଏସ.ଡ଼ି.ପି.ଓ ସୁଶିଲ କୁମାର ମିଶ୍ରଙ୍କ ମିଳିତ

ସାମ୍ବାଦିକମାନଙ୍କ ଲୋକସେବା ଭବନକୁ ପ୍ରବେଶ କଟକଣା ପ୍ରତ୍ୟାହାର ପାଇଁ ଦାବି

ଭୁବନେଶ୍ୱର (ନି.ପ୍ର.): ସାଂପ୍ରତିକ କରୋନା ଆତଙ୍କ ପରିପ୍ରେକ୍ଷୀରେ କାର୍ଯ୍ୟରତ ସମ୍ବାଦିକମାନଙ୍କୁ ଲୋକସେବା ଭବନ(ସଚିବାଳୟ) ପ୍ରବେଶ ଉପରେ ଯେଉଁ କଟକଣା ରହିଛି, ତାହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ସର୍ବବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାମାଜିକ

ନିମ୍ନ ମାନର କାର୍ଯ୍ୟ ଯୋଗୁ ଫାଟିଲାଣି ପାଣି ଟାଙ୍କି ଛାତ

ଯାଜପୁର (ନି.ପ୍ର): ରାଜ୍ୟ ସରକାର ଗ୍ରାମାଂଚଳର ଉନ୍ନତି ସହିତ ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ସ୍ୱାସ୍ଥ୍ୟପ୍ରତି ଗୁରୁତ୍ୱ ଦେବାକୁ ଯାଇଁ ବିବିଧ ଯୋଜନା ମାନ ପ୍ରଣୟନ କରିଛନ୍ତି । ଗ୍ରାମାଂଚଳ ଲୋକଙ୍କୁ ସ୍ୱଛ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ

୧୨ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (ନି.ପ୍ର.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିଦେ୍ର୍ଧଶକ ଏଚ୍.ଆର୍.ବିଶ୍ୱାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,

ଦରବଢ଼ିଚାଲିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ (ଏଜେନ୍ସି): ଦୀର୍ଘ ୮୨ ଦିନ ଧରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିବା ପରେ ପୁନର୍ବାର ଗତ ରବିବାରଠାରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢ଼ିଚାଲିଛି । ଆଜି ପେଟ୍ରୋଲ ଦର ଲିଟର ପିଛା ୫୪ ପଇସା ଏବଂ ଡିଜେଲ ଦର ଲିଟର ପିଛା ୫୮ ପଇସା ମହଙ୍ଗା ହୋଇଛି । ଏଥିସହ ଗତ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପ୍ରବାସୀ ଶ୍ରମିକଙ୍କ ନାଁରୁ ତାଲାବନ୍ଦ ଉଲ୍ଲଙ୍ଘନ ମାମଲା…

ନୂଆଦିଲ୍ଲୀ (ଏଜେନ୍ସି): ଲକ୍ଡାଉନ୍ ସମୟରେ କାର୍ଯ୍ୟସ୍ଥଳରୁ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ବିରୋଧରେ ପୋଲିସ କରିଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ

ଡାକ୍ତର ସନାତନ ରଥଙ୍କ ପରଲୋକ

କଟକ (ନି.ପ୍ର.): ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ମି.ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ସେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲେ