ରାୟଗଡା ଜିଲ୍ଲାରେ ତୃତୀୟ କୋରନା ଆକ୍ରାନ୍ତ ଚିହ୍ନଟ

ରାୟଗଡା (ନିପ୍ର) – ପୂର୍ବରୁ ରାୟଗଡା ଜିଲ୍ଲାରେ୨ଜଣ ମହିଳା ଚିହ୍ନଟ ହୋଇଥିବା କୋରନା ଆଜି ପୁଣି ଜଣେ ମହିଳା କୋରନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ମହିଳା ଜଣଙ୍କ ୨୭ ବର୍ଷ ବୟସ୍କା ହୋଇଥିବା ବେଳେ ସେ ଦିଲ୍ଲୀରେ ଏକ ଘରୋଇ କଂପାନୀରେ କାର୍ଯ୍ୟରତ ଥିଲେ । ମଇ ୨୦ ତାରିଖ ଦିନ

ଲକଡାଉନ ନିୟମ ଉଲ୍ଲଂଘନ ମାମଲା ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅଧୀନରେ ପ୍ରବାସୀମାନଙ୍କ ବିରୋଧରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ରୁଜୁ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ

୨ ମିନିଟ ୧୧ ସେକେଣ୍ଡ ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର- ଦୀର୍ଘଦିନର ପ୍ରତୀକ୍ଷା ପରେ ରାଜ୍ୟ ମାନ୍ୟତା ପାଇଥିବା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ୨ ମିନିଟ ୧୧ ସେକେଣ୍ଡ ମଧ୍ୟରେ ଗାନ କରାଯିବ ବୋଲି ବିଧିବଦ୍ଧ ନିଷ୍ପତି ହୋଇଛି । ଏ ସଂପର୍କରେ ସୂଚନା ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ କହିଛନ୍ତି ଯେ

ଅଗଷ୍ଟ ୧୫ ପରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତି

ନୂଆଦିଲ୍ଲୀ- କରୋନା ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ ୧୫ ପରେ ଦେଶର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଚାର ବିମର୍ଷ କରାଯିବ ବୋଲି ସୂଚନା ଦେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । କରୋନା ଲକଡାଉନ ଯୋଗୁଁ ଗତ ୩ ମାସ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବର୍ତମାନ ଅଧିକାଶଂ

ଅଧୁରା ରହିଲା ସୁନେଲି ସ୍ୱପ୍ନ

ମୟୂରଭଞ୍ଜ- ଘରକୁ ଫେରିଥିଲେ ଗଢିଥାନ୍ତେ ସୁଖର ସଂସାର । ସରିଥିଲା ସବୁ ପ୍ରସ୍ତୁତି । ପରିବାର ଲୋକ ଅନାଇ ରହିଥିଲେ ପୁଅ କେତେବେଳେ ଫେରିବ । ସେପଟେ ଭାବି ପତ୍ନି ନୂଆ ସ୍ୱାମୀଙ୍କୁ ପାଇବା ପାଇଁ କରିଥିଲା ଅପେକ୍ଷା । ମାତ୍ର ବିଧିର ବିଧାନ କେ କରିବ ଆନ । ଚୁରମାର ହୋଇଗଲା ସବୁ ଆଶା ।

ନୟାଗଡ ଚିକିତ୍ସାଳୟର କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ

ନୟାଗଡ- ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ଓ ନର୍ସ କରୋନାରେ ଆକ୍ରାନ୍ତ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ଦୁଇଜଣଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ସେମାନଙ୍କ ଠାରେ

ପୁଣି ୧୪୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ମଙ୍ଗଳବାର ପୁଣି ନୂଆ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ରେ ପଂହଚିଛି । ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ୧୨୯ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ

ଅର୍ଜୁନ ଚରଣ ସେଠୀଙ୍କର ପରଲୋକ

ଭଦ୍ରକର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ୭୯ ବର୍ଷରେ ପ୍ରାଣ ହରାଇଛନ୍ତି । ଅର୍ଜୁନ ଚରଣ ସେଠୀ ୧୯୪୧ ମସିହା ସେପ୍ଟେମ୍ବର ୧୮ ରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୧ ମସିହାରେ ଭଦ୍ରକ ଲୋକସଭା ଆସନରୁ