ସମାଜସେବୀଙ୍କ ବିୟୋଗରେ ଶୋକ

ଢେଙ୍କାନାଳ,୮ ।୦୬(ନି.ପ୍ର.): ଢେଙ୍କାନାଳ ସହରର ବିଶିଷ୍ଟ ସମାଜସେବୀ, ବୟୋଜ୍ୟେଷ୍ଠ ରାଜନୀତିଜ୍ଞ, ମୀନାବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସାଧାରଣ ସଂପାଦକ, ଢେଙ୍କାନାଳ ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ନନ୍ଦିନୀ ଶତପଥୀଙ୍କର ଅତ୍ୟନ୍ତ ଘନିଷ୍ଠ

ସଙ୍ଗରୋଧ କେନ୍ଦ୍ରରୁ ନାଗସାପ ଉଦ୍ଧାର

ଯାଜପୁର,୮ ।୦୬(ନି.ପ୍ର.): ରବିବାର ମଧ୍ୟାହ୍ନରେ ଦଶରଥପୁର ବ୍ଲକ୍ ତରପଦା ପଂଚାୟତ ଡେ଼ାଭାବିଲ ଗ୍ରାମ ସ୍ଥିତ ସଙ୍ଗରୋଧ କେନ୍ଦ୍ରରୁ ଏକ ନାଗ ସାପକୁ ସ୍ନେକ୍ ହେଲପ ଲାଇନ ସଦସ୍ୟଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିବା କିଛି ପ୍ରବାସୀ ନାଗସାପଟିକୁ ଗୃହ

ବାଘ ଓ ହରିଣ ଛାଲ ସହ ୨ ଗିରଫ

ଭୁବନେଶ୍ୱର,୮ ।୦୬(ନି.ପ୍ର.): ନୟାଗଡ଼ ଜିଲ୍ଲାର ଦଶପଲା ଥାନା ଅନ୍ତର୍ଗତ ଗିରିପୂଜା ଜଙ୍ଗଲରେ ଏସ୍ଟିଏଫ୍ ଚଢ଼ାଉ କରି ୨ଟି କଲରାପତରିଆ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିବା ସଙ୍ଗେ ସଙ୍ଗେ ୨ ଜଣଙ୍କୁ ଗିରଫ କରିଛି । ଗିରଫଦ୍ୱୟ ହେଲେ ପ୍ରତାପ କୁମାର ନାୟକ ଓ କିଶୋର ଚନ୍ଦ୍ର ଦେହୁରୀ ।

‘ସବାଇ’ ବେପାର ମାନ୍ଦା : ୩ ଲକ୍ଷରୁ ଉର୍ଦ୍ଧ ବେସାହାରା

ବାରିପଦା,୮ ।୦୬(ନି.ପ୍ର.): ଦୀର୍ଘ ଅଢେଇ ମାସ ଧରି ଲକଡାଉନ ଯୋଗୁ ୩ଲକ୍ଷରୁ ଉଦ୍ଧ୍ୱର୍ ସବାଇ ଘାସ ଚାଷୀ ଓ ବୁଣାଳି ଜୀବିକା ହରାଇଥିବା ବେଳେ ପ୍ରାୟ ୩ଶହ କୋଟି ଟଙ୍କାର ବ୍ୟବସାୟ ଠପ୍ ହୋଇଯାଇଛି । ସାଧାରଣତ ସବାଇ ଘାସରେ ସିଲିକନ ଡାଇଅକ୍ସାଇଡ ଥିବାରୁ ଏଥିରୁ ପ୍ରସ୍ତୁତି ଦଉଡି ଅଧିକ ଟାଣ ଓ

ଏସିବିରେ ଯୋଡାହେଲା ଦୁଇଜଣଙ୍କ କଟାହାତ

କଟକ, ୮.୬ (ନି.ପ୍ର.): ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ୨ଟି ବିରଳ ଅସ୍ତ୍ରୋପ୍ରଚାର କରାଯାଛି । ଛିଣ୍ଡି ପଡିଥିବା ଜଣେ ବ୍ୟକ୍ତିଙ୍କର ପାପୁଳି ଓ ଅନ୍ୟଜଣଙ୍କର କହୁଣୀ ତଳ ହାତକୁ ଅସ୍ତେ୍ରାପଚାର କରାଯାଇ ଯୋଡାଯାଇଛି । ଡାକ୍ତରଙ୍କ ଦୀର୍ଘ ୬

କାମରୁ ବଂଚିତ ହେଲେ ଜବକାର୍ଡଧାରୀ ପ୍ରବାସୀ ଶ୍ରମିକ

ଚମ୍ପୁଆ, ୮.୬ (ନି.ପ୍ର.): ଏନ୍ଏସି ଅଂଚଳରେ ଜବକାର୍ଡଧାରୀ , ପ୍ରବାସୀ ଓ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସରକାରୀ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଉନଥିବା ପ୍ରତିବାଦରେ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ଏନ୍ଏସି

ଭୁତଭୟରେ ଗାଁ ଛାଡ଼ିଲେ ୭ ପରିବାର

ନୟାଗଡ଼,୮.୬ (ନି.ପ୍ର.): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର ପଂଚାୟତ ଗୁଣ୍ଡରିବାଡି ଗ୍ରାମ । ଗ୍ରାମରେ ବାସ କରନ୍ତି ସାତଟି ପରିବାରର ୪୦ରୁ ଉର୍ଦ୍ଧ ସଦସ୍ୟ । ତେବେ ଗତ ଦୁଇବର୍ଷ ମଧ୍ୟରେ ଉକ୍ତ ଗ୍ରାମର ସାତ ଜଣ ପୁରୁଷ ଲୋକଙ୍କ ମୃତ୍ୟୁ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ

କରୋନା କଟକଣା: ହାତୀ ଟାଣିବେ ରଥ!

ପୁରୀ, ୮.୬ (ନି.ପ୍ର.): ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ବିଚିତ୍ର । ଭାବ ଦଉଡିରେ ବନ୍ଧା ଭାବଗ୍ରାହୀଙ୍କ ରଥଯାତ୍ରା ନେଇ ଅଗଣିତ ଭକ୍ତ ଚିନ୍ତିତ । ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନ ଗହଳିକୁ କିଭଳି ରୋକଯାଇପାରିବ ତାହା ପ୍ରମୁଖ ଆହ୍ୱାନ ପାଲଟିଛି । ବିନା

ଅଢେ଼ଇ ମାସ ପରେ ଗଡ଼ିଲା ଟ୍ରେନ୍-ବସ୍

ଭୁବନେଶ୍ୱର,୮ ।୦୬(ନି.ପ୍ର.): ଦୀର୍ଘ ଅଢେ଼ଇ ମାସ ପରେ ଆଜିଠାରୁ ରାଜ୍ୟରେ ଟ୍ରେନ୍ ଓ ସରକାରୀ ବସ୍ ଚଳାଚଳ ଆରମ୍ଭ ହୋଇଛି । ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିବା ବେଳେ ୬୬ଟି ରୁଟ୍ରେ ସରକାରୀ ବସ୍ ଚଳାଚଳ ଆରମ୍ଭ କରିଛି । ଆଜି ଭୋର ୫ଟା ୧୦ରୁ ରାଉରକେଲାରୁ

ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର,୮ ।୦୬(ନି.ପ୍ର.): ସୋମବାରଠାରୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ସୋମବାରଠାରୁ ଆରମ୍ଭ ହୋଇ ଏହି ପ୍ରକ୍ରିୟା ଜୁଲାଇ ୧୫ ଯାଏଁ ଚାଲିବ । ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ଏବଂ