ବିବାହ ବନ୍ଧନରେ ବାନ୍ଧି ହେବେ ମଲାଇକା-ଅର୍ଜୁୁନ!

ମୁମ୍ବାଇ- ବଲିଉଡର ହଟ୍ କପଲ୍ ଲିଷ୍ଟରେ ସାମିଲ ଥିବା ଅର୍ଜୁନ କପୁର ଓ ମଲ୍ଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା । ଦୁହେଁ ଦୁହିଁଙ୍କର ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । ମଲାଇକା-ଅର୍ଜୁୁନ ବହୁବାର ନିଜ ସମ୍ପର୍କକୁ ନେଇ ଖୋଲି କହିଛନ୍ତି ।

Happy birthday ଏକତା କପୁର!

ଟେଲି ଜଗତର କୁଇନ୍ ଏକତା କପୁର। ଏକତାଙ୍କ ଜନ୍ମ ୧୯୭୫ ମସିହା ଜୁନ୍‌ ୭ ତାରିଖରେ। ୪୫ ବର୍ଷ ବୟସରେ ପାଦ ଦେଇଛନ୍ତି ଛୋଟ ପରଦାର କୁଇନ୍ ଏକତା କପୁର ।  ସେ ମାତ୍ର ସତର ବର୍ଷ ବୟସରେ ନିର୍ମାତା କୈଳାସ ସୁରେନ୍ଦ୍ରଙ୍କ ସହ ମିଶି ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଥିଲେ।ଏକତା କପୁର

ରାଉରକେଲାରେ ୨ ଡାକ୍ତର କରୋନା ପଜିଟିଭ

ସୁନ୍ଦରଗଡ- ରାଉଲକେଲା ସରକାରୀ ମେଡିକାଲରେ କାର୍ଯ୍ୟରତ ଦୁଇ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ପ୍ରଥମେ କୋଭିଡ ହସପିଟାଲରେ କାମ କରୁଥିଲେ । ପରେ ମେଡିକାଲ ଡୁ୍ୟଟିରେ ନିୟୋଜିତ ହୋଇଥିଲେ । ଉକ୍ତ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କ୍ୱାରେନଂଟାଇନରେ

ସୋମବାର ଠାରୁ ରାଜ୍ୟର ୨୨ ସହରକୁ ଗଡିବ ବସ୍

ଭୁବନେଶ୍ୱର- ସୋମବାର ଠାରୁ ୨୨ ସହରକୁ ଗଡିବ୯୬ ସରକାରୀ ବସ ।ପ୍ରଥମ ପର୍ଯ୍ୟାୟରେ ୬୬ ରୁଟରେ ଚଳାଚଳ ଆରମ୍ଭ କରିବ । ରାଜ୍ୟ ସଡକ ପରିବହନ ନିଗମ ସିଏମଡି ଅରୁଣ ବୋଥ୍ରା ଏନେଇ ସୂଚନା ଦେଇଛନ୍ତି । ବସ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ବସରେ ଯେତିକି ସିଟ ସେତିକି ଯାତ୍ରୀ

ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱରେନଂଟାଇନ ଅବଧି

ଭୁବନେଶ୍ୱର- ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱରେନଂଟାଇନ ଅବଧି । ପ୍ରବାସୀଙ୍କୁ ଏଣିକି ୭ ଦିନ ପରିବର୍ତେ ୧୪ ଦିନ କ୍ୱରେନଂଟାଇନରେ ରଖାଯିବ । ଜିଲ୍ଲାର ସବୁ ବ୍ଳକ ବିଡିଓଙ୍କୁ ଜିଲ୍ଲାପାଳ ଏନେଇ ନିଦେ୍ର୍ଧଶଦେଇଛନ୍ତି ।ସାତ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ମଧ୍ୟ କେତେକ

ବାଣୀବିହାରର ୩ ବିଭାଗ ସିଲ

ଭୁବନେଶ୍ୱର- ଉକ୍ରଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ବାଣୀବିହାରର ୩ ବିଭାଗ ସିଲ କରିଛି ପ୍ରଶାସନ । ଇଂରାଜୀ, ଦର୍ଶନ ଓ ଅର୍ଥନୀତି ବିଭାଗ ଗୋଟିଏ ବ୍ଳକରେ ରହିଥିବାରୁ ଏହି ସବୁ ବିଭାଗ ସିଲ କରିବା ସହ ସମସ୍ତ

ଖଣ୍ଡା ମୁନରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ଭୁବନେଶ୍ୱର- ପୁରୁଣା ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଆଖିରେ ଲଙ୍କାଗୁଣ୍ଡ ପକାଇ ଓ ଖଣ୍ଡା ଦେଖାଇ ସିକୁ୍ୟରିଟି ସୁପରଭାଇଜରଙ୍କୁ ଅପହରଣ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଇଟେକ ପ୍ଳାଜା ଅପଟାମେଂଟରେ ଏହି ଘଟଣା ହୋଇଛି । ପ୍ଳାଜାର ସିକୁ୍ୟରିଟି ସୁପରଭାଇଜର କୈବଲ୍ୟ ପଟ୍ଟନକଙ୍କୁ

ପୁଣି ୭୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ୨୮୫୬ ରେ ପଂହଚିଛି । ଏମାନଙ୍କ ମଧ୍ୟରୁ ୩ ସ୍ଥାନୀୟ ଲୋକ ହୋଇଥିବା ବେଳେ ଅନ୍ୟ ୭୨ ଜଣ ସଙ୍ଗରୋଧ କେନ୍ଦ୍ରର । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୨,

୬୫ ବିଧାୟକଙ୍କୁ ହୋଟେଲ୍‌ରେ ବନ୍ଦ କରି ରଖିଛି ଗୁଜରାଟ କଂଗ୍ରେସ

ଅହମଦାବାଦ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ଗୁଜରାଟ କଂଗ୍ରେସ ବାକି ୬୫ ଜଣ ବିଧାୟକଙ୍କୁ ତିନୋଟି ରିସର୍ଟ ଏବଂ ହୋଟେଲ୍‌ ବନ୍ଦ କରି ରଖିଛି। ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପର ଠାରୁ ଗୁଜରାଟ କଂଗ୍ରେସର ୮ ଜଣ ବିଧାୟକ ଇସ୍ତଫା ଦେଇ ସାରିଲେଣି।