ଅମ୍ଫାନ ଉଜାଡ଼ିଲା ଦଳିତ ବିଧବାଙ୍କ ଘର, କଂଗ୍ରେସ ନେତାଙ୍କ ସାହାଯ୍ୟ
ବିଞ୍ଝାରପୁର,୭ ।୦୭(ନି.ପ୍ର.): ଆମ୍ଫାନ ବାତ୍ୟା ପ୍ରଭାବରେ ବିଞ୍ଝାରପୁର ଅଂଚଳରେ ବହୁ କ୍ଷୟକ୍ଷତି ହୋଇଥିଲା । ଜରୀ ପଂଚାୟତ ୮ ନଂ. ୱାର୍ଡର ଦଳିତ ବିଧବା ମହିଳା ରଙ୍ଗଲତା ମଲ୍ଲିକଙ୍କର ନୂଆଁଣିଆ ଆଜବେଷ୍ଟ ଘର ଉପରେ ବିରାଟ ଗଛ ଭାଙ୍ଗି ପଡିବାରୁ ତାଙ୍କର ଆଜବେଷ୍ଟଗୁଡିକ ଚୂରମାର ହୋଇ ଯାଇଥିଲା!-->…