ବାଳାଶ୍ରମର ଅନ୍ତେବାସୀଙ୍କୁ ମାସ୍କ ପ୍ରଦାନ
ଯାଜପୁର,୬ ।୦୬(ନି.ପ୍ର.):ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ମାସ୍କ ସାନିଟାଇଜର, ହ୍ୟାଣ୍ଡୱାସ ଇତ୍ୟାଦି ବଂଟନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଶୁକ୍ରବାର ପୂର୍ବାହ୍ନରେ ଉତ୍କଳ ବାଳାଶ୍ରମ ପରିସରରେ ରହୁଥିବା ଅନ୍ତେବାସୀ ଓ ସ୍ୱତନ୍ତ୍ର ପୋଷ୍ୟ!-->…