ଟିଏମସି ସାଂସଦ ଶାନ୍ତନୁ ସେନ ନିଲମ୍ବିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗାସସ୍‌, ଚାଷୀ ଆନ୍ଦୋଳନ, ତୈଳ ଦର ବୃଦ୍ଧିକୁ ନେଇ ପାର୍ଲାମେଂଟର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବିରୋଧି ଦଳର ତୃମୁଳ ହଟ୍ଟଗୋଳ ଯୋଗୁଁ କ୍ରମାଗତ ଚତୃର୍ଥ ଦିନ ପାଇଁ ଅଧିବେଶନ ଅଚଳ ହୋଇପଡିଛି । ଆଜି ଗୃହର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବା

ମହାରାଷ୍ଟ୍ରରେ ଭୂସ୍ଖଳନ : ୩୬ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ ଏବଂ ଭୁସ୍ଖଳନ ଯୋଗୁଁ ୩୬ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇଠାରୁ ୧୬୦ କିଲୋମିଟର ଦୂର ରାୟଗଡ଼ ଜିଲ୍ଲାର ମହାଡରେ ତିନିଟି ସ୍ଥାନରେ ଭୁସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିଲା ବେଳେ ବହୁ ଜନଜୀବନ ଏବେ ବି ନିଖୋଜ ଅଛନ୍ତି ।

ନୀଳକନ୍ଦରକୁ ବିଜେ କଲେ ହରି

ପୁରୀ: ୯ଦିନ ବ୍ୟାପୀ ଘୋଷଯାତ୍ରା ଏବଂ ମାନବୀୟ ଲୀଳା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ରତ୍ନ ସିଂହାସନକୁ ବିଜେ କରିଛନ୍ତି । ରଥଉପରେ ଶ୍ରୀଜିଉମାନଙ୍କ ସମସ୍ତ ନୀତିକାନ୍ତି ଓ ପୂଜାଚର୍ଚ୍ଚନା ପରେ ଆଜି ଗୋଟି ପହଣ୍ଡିରେ ନୀଳକନ୍ଦରକୁ ବିଜେ କରିଛନ୍ତି

ରାଜ୍ୟରେ ୧୯୧୭ କରୋନା ଆକ୍ରାନ୍ତ : ୬୯ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ଦିନକରେ ୧୯୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୯ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୦୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮ଜଣ ଆକ୍ରାନ୍ତ

କରୋନା ବିପଦ ଦୂର ହୋଇନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ବିପଦ ଦୂର ହୋଇନାହିଁ । ଏଥିପାଇଁ ସତର୍କତା ଜରୂରୀ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିବା

ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ ; ୬ ଆହତ

ମୋହନା : ଗଜପତି ଜିଲ୍ଲା ରାମଗିରି ଥାନା ଅଧିନସ୍ଥ ଦୁଧମାଠିଆ ଗ୍ରାମରେ ଏକ ଯାତ୍ରୀବାହି ଅଟୋ ଓଲଟି ଜଣେ ମୃତ୍ୟୁବରଣ କରିଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି  । ଘଟଣାରୁ ପ୍ରକାଶ ଏକ ଯାତ୍ରୀବାହି ଅଟୋ ରାମଗିରି ଗ୍ରାମ ନିକଟସ୍ଥ କୁରୁମ ଗ୍ରାମରୁ ଛେଳିଗଡ଼ ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଯାତ୍ରା

କଂଟେନମେଂଟ ଯେ।ନରେ ୩ଟି ଗ୍ରାମ

ଆଠଗଡ: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବାବେଳେ କଟକ ଜିଲ୍ଲାର ଆଠଗଡ ଅଞ୍ଚଳରେ ସଂକ୍ରମଣ ହାର ଆଖିଦୃଷ୍ଟିଆ ଭାବେ ହ୍ରାସ ପାଉନାହିଁ। ପ୍ରତିଦିନ ଯେତିକି କୋଭିଡ ପରୀକ୍ଷା ହେଉଛି ସେଥିରୁ ୧୫ରୁ ୨୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କଣ୍ଡରେଇ ପଞ୍ଚାୟତର

ପାଣି ଭିତରେ ଚାଲିଛି ବାବାଙ୍କ ନୀତିକାନ୍ତି

ଆରଡି: ଲଘୁଚାପ ପ୍ରଭାବରେ ଆରଡି ଓ ଆଖପାଖ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ଫଳରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଅମୃତକୁଣ୍ଡ/ପାଦୁକ କୁଣ୍ଡ ଦେଇ ବର୍ଷାପାଣି ପ୍ରବେଶ କରିଛି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ

ବିଦେଶରେ କରୋନାରେ ୩,୫୭୦ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ବିଦେଶରେ ୩,୫୭୦ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ରାଜ୍ୟସଭାରେ ସୂଚନା ଦିଆଯାଇଛି। ଏହା ବ୍ୟତୀତ ବନ୍ଦେ ଭାରତ ଅଭିଯାନରେ ୨୦୨୧ ଏପ୍ରିଲ ୩୦ ସୁଦ୍ଧା ୬୦,୯୨,୨୬୪ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ଆଜି

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ କ୍ରିକେଟ୍‍ ମ୍ୟାଚ୍‍ ଆଜି କଲମ୍ବୋର ଆର୍‍. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତ ପୂର୍ବର ଦୁଇଟିଯାକ ମ୍ୟାଚ୍‍ ଜିତି ସାରିଥିବାରୁ ଏହି ମ୍ୟାଚ୍‍ ଜିତି ସିରିଜ ମୂଳପୋଛ କରିବା ଲାଗି ଲାଗି ଉଦ୍ୟମ କରିବ ବୋଲି ଆଶା