ବିଶ୍ୱରେ କରୋନା ମୃତୁ୍ୟ : ତୃତୀୟ ସ୍ଥାନରେ ବ୍ରାଜିଲ
ନୂଆଦିଲ୍ଲୀ: ଇଟାଲିକୁ ପଛରେ ପକାଇ କୋଭିଡ଼ ମୃତୁ୍ୟରେ ବ୍ରାଜିଲ ତୃତୀୟ ସ୍ଥାନରେ ପହଂଚିଛି । ବ୍ରାଜିଲରେ ମୃତୁ୍ୟ ସଂଖ୍ୟା ୩୪ ହଜାରକୁ ଟପିଥିବାବେଳେ ସଂକ୍ରମଣ ସଂଖ୍ୟା ୬ଲକ୍ଷ ୧୫ ହଜାର ୮୭ରେ ପହଂଚିଛି । ଯଦି ଅଧିକ ପରୀକ୍ଷଣ କରାଯିବ ତେବେ ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି!-->…