କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟକୁ ବକେୟା ଖାଦ୍ୟ ସବସିଡି ପ୍ରଦାନ କରିବା, ବଳକା ଚାଉଳ କ୍ରୟ କରିବା ଏବଂ ଅଖା ଅଭାବ ଦୂର କରିବାକୁ ବିଜେଡି ଦାବି କରିଛି । ବିଜେଡି ସାଂସଦମାନେ ମଙ୍ଗଳବାର କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର

କଳିଙ୍ଗ ଷ୍ଟୁଡିଓ ପୁନଃଉଦ୍ଧାର ଲାଗି ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର: ଇପିସି ମୋଡରେ ଭୁବନେଶ୍ୱରରେ ଥିବା ‘କଳିଙ୍ଗ ଷ୍ଟୁଡିଓ’ର ପୁର୍ନବାର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ୧୫ ମାସ ଭିତରେ ଏହି ଉନ୍ନତିମୂଳକ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୧୨୦ କୋଟି ଟଙ୍କାର ବ୍ୟୟ ଅଟକଳ

ନନ୍ଦନକାନନରେ ଭାରତୀୟ ସିଂହ ବଂଶ ବୃଦ୍ଧି ଆଶା ଉଜ୍ଜଳ

ନନ୍ଦନକାନନ୍: ବହୁ ଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧିର ଶୁଭ ସଂଙ୍କେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜିଲ ’ ମା’ ହେବାକୁ ଯାଉଛି । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ସିଂହୀ ଶାବକ ଜନ୍ମ କରିବା ପାଇଁ ତାର

ସକ୍ରିୟ ରାଜନୀତିକୁ ଫେରିବେ ଦ୍ରୌପଦୀ ମୁର୍ମୁ!

ବାରିପଦା: ‘ଦଳ ଚାହିଁଲେ ମୁଁ ସାଂସଦ ଭାବେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି’ । ନିକଟରେ ଝାଡ଼ଖଣ୍ଡ ରାଜ୍ୟପାଳ ପଦରୁ ଅବ୍ୟାହତି ନେବାପରେ ମୟୂରଭଞ୍ଜ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାତକାରରେ ‘କନକ ନ୍ୟୁଜ୍’କୁ ଏହା କହିଛନ୍ତି । ଯେତେବେଳେ ମୟୂରଭଞ୍ଜରେ ରାଜନେତିକ ପତିଆରା

କିଛି ଶିକ୍ଷିଲେ ନାହିଁ

ଦେଶରେ ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ଟପିସାରିଲାଣି । ସଂକ୍ରମଣରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ଥିବା ବେଳେ ମୃତକ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ଦ୍ୱିତୀୟ ଲହର

କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ୍ କାମର ସମୀକ୍ଷା କଲେ ୫-ଟି ସଚିବ

କଟକ: ଆଜି ସକାଳେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହାର କାମର ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ

ଏଣକି କୃଷକମାନେ ବୈଜ୍ଞନିକମାନଙ୍କ ସହ ସିଧାକଥା ହୋଇ ପାରିବେ

ନୂଆଦିଲ୍ଲୀ: ଏଣିକି ଡିଜିଟାଲ ପ୍ଲାଟଫର୍ମରେ କୃଷକମାନେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କ ସମସ୍ୟା ନେଇ ବୈଜ୍ଞାନିକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିପାରିବେ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଠିକ୍ ସମୟରେ କୃଷକମାନଙ୍କୁ

ଡିଜିଙ୍କ ଉପସ୍ଥିତିରେ ୩ମାଓବାଦୀଙ୍କ ଆତ୍ମ ସର୍ମପଣ

କୋରାପୁଟ: ପୋଲିସ୍ ମହାନିର୍ଦେଶକ ଶ୍ରୀ ଅଭୟଙ୍କ ଉପସ୍ଥିତିରେ ଆଜି ୩ଜଣ କୁଖ୍ୟାତ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି । ସମ୍ପ୍ରତି ଡିଜି ଶ୍ରୀ ଅଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଳା ଗସ୍ତରେ ଅଛନ୍ତି । କୁଖ୍ୟାତ ମାଓବାଦୀ ତଥା ବୈପାରୁଗୁଡା ଏରିଆ କମିଟିର ସଦସ୍ୟା ତାଲସେ ହୁ୍ୟକା ଆଜି

ବିନା ନିର୍ବାହୀ ଅଧିକାରୀରେ ଚାଲିଛି ଭୁବନ ଏନ୍ଏସି

ଭୁବନ: ଗତ ୨୦୨୦ ଅକ୍ଟୋବର ମାସ ୨୫ ତାରିଖ ଦିନ ଭୁବନ ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ହୃଦଘାତରେ ପରଲୋକ ଗମନ କରିବାର ଇତି ମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାହାକୁ ନିଯୁକ୍ତି ଦିଆଯାଇନାହିଁ । ତହସିଲଦାର ପ୍ରଭାସ କୁମାର ବେହୁରା ନିର୍ବାହୀ ଅଧିକାରୀ

ବୈଷ୍ଣବଙ୍କ ପାଇଁ ଚ୍ୟାଲେଞ୍ଜ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ରୁ ରାଜନେତା ତଥା ନବ ନିଯୁକ୍ତି କେନ୍ଦ୍ର ରେଳବାଇ, ଟେଲି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପ୍ରଶାସନିକ ଏବଂ କର୍ପୋରେଟ ଜଗତରେ ତାଙ୍କର ଦକ୍ଷତା, ପାରଦର୍ଶିତା ପାଇଁ ବହୁ ସୁନାମର ଅଧ୍ୟକାରୀ ହୋଇଛନ୍ତି । ଏବେ