ଦେଶ ୨୪ ଘଣ୍ଟାରେ ୫,୨୪୨ ସଂକ୍ରମଣ Nyayabati Live May 18, 2020 0 ନୂଆଦିଲ୍ଲୀ- ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୧୬୯ ପାର ହୋଇଛି । ଏମାନଙ୍କ ମଧ୍ୟରୁ ୩୬୮୨୩ ସୁସ୍ଥ ହୋଇଥିବା ବେଳେ ୩୦୨୯ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ଦେଶ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି: ମେ ୩୧ ପର୍ଯ୍ୟନ୍ତ ତାଲାବନ୍ଦ ବଳବତର Nyayabati Live May 18, 2020 0 ନୂଆଦିଲ୍ଲୀ- ମେ ୧୭ରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ସାରା ଦେଶରେ ଏହି ତାଲାବନ୍ଦ ଅବଦ୍ଧି ମେ ୩୧ ଯାଏ ବଳବତର ରହିବ । ଚତୁର୍ଥ ପର୍ଯ୍ୟାୟରେ ନିୟମକୁ କିଛିଟା କୋହଳ କରାଯାଇଛି । ବର୍ତମାନ ତିନୋଟି ଜୋନ ବଦଳରେ ୫ ଟି ଜୋନ ରହିବ । ରେଡ, ଗ୍ରୀନ,ଅରେଞ୍ଜ ସହ ବଫର ଓ କେଂଟେନମେଂଟ!-->…
ରାଜ୍ୟ ୩୦ ମିନିଟ ପର୍ଯ୍ୟନ୍ତ ମାଗଣା ମୋ ସାଇକେଲ ସେବା Nyayabati Live May 18, 2020 0 ଭୁବନେଶ୍ୱର- ଅଜିଠୁ ପୁଣି ଥରେ ରାଜଧାନୀରେ ଗଡିବ ମୋ ସାଇକେଲ । ମାଗଣାରେ ଲୋକମାନେ ୩୦ ମିନିଟ ପର୍ଯ୍ୟନ୍ତ ସାଇକେଲ ଚଳେଇ ପାରିବେ । ୩୦ ମିନିଟରୁ ଅଧିକ କୌଣସି ରାଇଡରେ ଗଲେ ଗ୍ରାହକଙ୍କୁ ଭଡା ଦେବାକୁ ପଡିବ । ସହରବାସୀ ଜୁନ୍ ୩୦ ଯାଏ ଏହି ରିହାତି ପାଇପାରିବେ । ସଂକ୍ରମଣକୁ ନଜରରେ ରଖି!-->…
ରାଜ୍ୟ ପୁଣି ୪୮ ପଜିଟିଭ ଚିହ୍ନଟ Nyayabati Live May 18, 2020 0 ଭୁବନେଶ୍ୱର- ଆଜି ପୁଣି ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ୨,ଯାଜପୁରରୁ୧୬, ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡାରୁ ୩, ନୟାଗଡରୁ ୩, ବଲାଙ୍ଗିରରୁ ୨, ବୌଦ୍ଧ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ!-->…
ଦେଶ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ : କଟକଣା କୋହଳ, କଡ଼ାକଡ଼ି Nyayabati Live May 17, 2020 0 ମିଳିବ ଅନୁମତି -ଆନ୍ତଃ ରାଜ୍ୟ ଯାତ୍ରା ପାଇଁ ଯାନ ଏବଂ ବସ୍ ଅନୁମତି ଦିଆଯିବ -ରାଜ୍ୟ ମଧ୍ୟରେ ପରିବହନ ପାଇଁ ଯାନବାହାନ ଏବଂ ବସ୍ ଚଳାଚଳ କରିବାର ନିଷ୍ପତ୍ତି ନିଜେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ନିଷ୍ପତ୍ତି ନେବେ। -ଲୋକମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି!-->!-->!-->!-->!-->!-->!-->…
ରାଜ୍ୟ ପେଟ୍ରୋଲ ବଢ଼ିଲା ୩ଟଙ୍କା ୧୧ ପଇସା, ଡ଼ିଜେଲରେ ୧.୦୩ ପଇସା Nyayabati Live May 17, 2020 0 ଭୁବନେଶ୍ବର: ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ବଢ଼ାଇଛନ୍ତି ଭାଟ୍ । ଫଳରେ ରାଜ୍ୟରେ ପେଟ୍ରୋଲ ୩.୧୧ ପଇସା ଡ଼ିଜେଲ ୧.୦୩ ପଇସା ମହଙ୍ଗା ହୋଇଛି । ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧିକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର!-->…
ରାଜ୍ୟ କରୋନା ସଂକ୍ରମିତକୁ ଗିରଫ ପରେ ଥାନାର ସବୁ କର୍ମଚାରୀ ଗଲେ ‘ସଙ୍ଗରୋଧ’ Nyayabati Live May 17, 2020 0 ପୁରୀ: ଜଣେ କରୋନା ସଂକ୍ରମିତକୁ ଗିରଫ କରିବା ପୁରୀ ଜିଲା କୁମ୍ଭାରପଡ଼ା ଥାନା ପୁଲିସ ପାଇଁ ମହଙ୍ଗା ପଡ଼ିଛି । ଥାନାକୁ ସାନିଟାଇଜ୍ କରାଯାଇଛି ଓ ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି । କାର୍ଯ୍ୟ ତୁଲାଇବା ପାଇଁ ଅସ୍ଥାୟୀ କର୍ମଚାରୀ ଥାନାକୁ ଆସିବେ ବୋଲି ସୂଚନା ମିଳିଛି । ଦୁଇଦିନ!-->…
ଦେଶ ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ୍ ୪.୦ Nyayabati Live May 17, 2020 0 ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନର ତୃତୀୟ ପର୍ଯ୍ୟାୟ ଆଜି ଶେଷ ହେଉଛି । ତେବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆସନ୍ତାକାଲି ଅର୍ଥାତ ମେ’ ୧୮ଠାରୁ ଆରମ୍ଭ ହେବ । ସରକାର ଲକଡାଉନ୍ ୪.୦କୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ!-->…
ରାଜ୍ୟ ଆଦର୍ଶ ଓଡ଼ିଶା ତରଫରୁ ବରୀରେ କରୋନା ସଚେତନତା କାର୍ଯ୍ୟକ୍ରମ Nyayabati Live May 17, 2020 0 ଯାଜପୁର: “ଆଦର୍ଶ ଓଡ଼ିଶା” ନିର୍ମାଣର ସ୍ୱପ୍ନ ନେଇ କିଛି ତ୍ୟାଗ ବ୍ରତୀ, ଉର୍ସଗିକୃତ ଯୁବ ସମାଜସେବୀଙ୍କ ଦ୍ୱାରା ଗଠିତ ଅଗ୍ରଣୀ ସଂଗଠନ “ଆଦର୍ଶ ଓଡ଼ିଶା ଫାଉଣ୍ଡେସନ” ତରଫରୁ ସମଗ୍ର ବରୀ ବ୍ଲକ ଅଂଚଳରେ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ବ୍ୟାପକ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ!-->…
ରାଜ୍ୟ ଜାହାନିଆଁ ଉପକୂଳରେ ଅମ୍ଫାନକୁ ନେଇ ସୂଚନା ଦେଲା ରାଡାର Nyayabati Live May 17, 2020 0 ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅଧିନ ଜାହାନିଆଁ ଉପକୂଳରେ ଲାଗିଥିବା ୭ଟି ଜାଗାରେ ର୍ୟାଡର ସମ୍ଭାବ୍ୟ ବାତ୍ୟା ଆମ୍ଫନ ନେଇ ବାରମ୍ବାର ସୂଚନା ପ୍ରଦାନ କରୁଅଛି । ଯାହା ଫଳରେ କି, ଉପକୂଳବର୍ତୀ ୭ଟି ଗ୍ରାମ ପଂଚାୟତର ଜନସାଧାରଣ ଭୟଭୀତ ହେବା ସହ ସ୍ଥାନୀୟ ପ୍ରଶାସନ ସମ୍ଭାବ୍ୟ ବତ୍ୟା!-->…