କରୋନା ସଂକ୍ରମିତକୁ ଗିରଫ ପରେ ଥାନାର ସବୁ କର୍ମଚାରୀ ଗଲେ ‘ସଙ୍ଗରୋଧ’
ପୁରୀ: ଜଣେ କରୋନା ସଂକ୍ରମିତକୁ ଗିରଫ କରିବା ପୁରୀ ଜିଲା କୁମ୍ଭାରପଡ଼ା ଥାନା ପୁଲିସ ପାଇଁ ମହଙ୍ଗା ପଡ଼ିଛି । ଥାନାକୁ ସାନିଟାଇଜ୍ କରାଯାଇଛି ଓ ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି । କାର୍ଯ୍ୟ ତୁଲାଇବା ପାଇଁ ଅସ୍ଥାୟୀ କର୍ମଚାରୀ ଥାନାକୁ ଆସିବେ ବୋଲି ସୂଚନା ମିଳିଛି । ଦୁଇଦିନ!-->…