କଳା କୋଟ୍ ଓ ଗାଉନ ପିନ୍ଧିବେନି ହାଇକୋର୍ଟ ଓକିଲ

କଟକ- ହାଇକୋର୍ଟ ଓକିଲଙ୍କୁ କଳା କୋଟ୍ ଓ ଗାଉନ ମନା । କରୋନା ସଂକ୍ରମଣ ଆଶଙ୍କା ନେଇ ମୁଖ୍ୟ ବିଚାରପତି ଓକିଲ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ପୁରୁଷ ମାନେ ଧଳା ସାର୍ଟ,ପ୍ୟାଂଟ ଓ କମିଜ ପିନ୍ଧିବା ସହ ମହିଳା ମାନେ ଧଳା ଶାଢୀ ଓ ଧଳା ନେକ୍ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି

ଅବପାତ ରୂପ ନେବ ‘ଆମ୍ଫନ’

ଭୁବନେଶ୍ୱର: ଅବପାତ ରୂପ ନେବ ଲଘୁଚାପ ଆମ୍ଫନ ।ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି । ଏହା ଉତ୍ର ପଶ୍ଚିମ ଦିଗକୁ ଗତି କରିବା ସହ ୧୭ ତାରିଖ ସଂନ୍ଧ୍ୟାରେ ଦିଗ ବଦଳାଇ ଉତ୍ର ପୂର୍ବ ଦିଗକୁ ଗତି କରିବ । ତେବେ ଏହା କେଉଁଠି ଲ୍ୟାଣ୍ଡ ଫଲ୍ କରିବ ତାହା ଜଣା ପଡ଼ିନାହିଁ । ବନ୍ୟାର

ପ୍ରବାସୀଙ୍କ ଦାୟିତ୍ୱ ରାଜ୍ୟର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ଲକ୍ଡ଼ାଉନ୍ ଯୋଗୁ ହଜାର ହଜାର ଶ୍ରମିକ ବହୁ ଦୁରାନ୍ତ ସ୍ଥାନରୁ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଛନ୍ତି । ରାସ୍ତାରେ ପ୍ରବାସୀଙ୍କ ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ତେଣୁ ସେମାନଙ୍କୁ ଚିହ୍ନଟ କରି ଖଦ୍ୟ ଓ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଆଇନଜୀବୀ

ଖୋଲିଲା ବଦ୍ରିନାଥ ମନ୍ଦିର

ଚାମୋଲି- ଖୋଲିଲା ପ୍ରଭୁ ବଦ୍ରିନାଥ ମନ୍ଦିର । ଶୁକ୍ରବାର ଭୋର ୪.୩୦ରେ ବୈଦିକ ମନ୍ତ୍ର ଉଚ୍ଚାରଣ କରିବା ପରେ ମନ୍ଦିର ଫାଟକ ଖୋଲା ଯାଇଥିଲା । କୌଣସି ଭକ୍ତଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଦିଆ ଯାଇ ନଥିଲା । ମନ୍ଦିର ଖୋଲିବା ସମୟରେ ସାମାଜିକ ଦୂରତା ରକ୍ଷାକରି ମୁଖ୍ୟ ପୂଜକଙ୍କ ସହିତ

ବାଲେଶ୍ୱରରେ ପଂହଚିଲା ଶ୍ରମିକ ଟ୍ରେନ୍

ବାଲେଶ୍ୱର- ପ୍ରବାସୀ ଓଡିଆଙ୍କୁ ନେଇ ବାଲେଶ୍ୱରରେ ପଂହଚିଲା ସ୍ୱତନ୍ତ୍ର ଟ୍ରେନ । ବାଲେଶ୍ୱର ଜିଲ୍ଲାର ୧୧୬ ଓ ମୟୂରଭଞ୍ଜ ଜିଲ୍ଲାର ୧୬୧ ଜଣ ଶ୍ରମିକ ଏହି ଟ୍ରେନରେ ଅଛନ୍ତି । ଆଜି ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଗୁଜୁରାଟ ଓ ହାଇଦ୍ରାବାଦରୁ ଆସିବ ବୋଲି ସୂଚନା ମିଳିଛି ।

ସରପଂଚଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର- ସରପଂଚଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡନିଷ୍ପତି । କରୋନା ଯୁଦ୍ଧରେ ସାମିଲ କୌଣସି ସରପଂଚ ମୃତୁ୍ୟ ବରଣ କଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀରେ ମୃଦୁ ଭୂ-କମ୍ପ

ଦିଲ୍ଲୀ- ଉତର ଦିଲ୍ଲୀ ପିତାମପୁରାରେ ଆଜି ଦିନ ୧୧ଟା ୧୮ ମିନିଟରେ ଭୂକମ୍ପର ଝଟକା ଅନୁଭୂତି ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୨.୨ ରେକର୍ଡ କରାଯାଇଛି । ଭକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ ବୋଲି ସୂଚନା ମିଳିଛି ।

ଚାଇନା ସହ ସମ୍ପର୍କ ଛିନ୍ନ କରିବ ଆମେରିକା

ୱାଶିଂଟନ:କୋରୋନା ଯୋଗୁ ଆମେରିକାରେ ୮୬,୯୧୨ ଜଣ ପ୍ରାଣ ହରାଇଥିବା ବେଳେ ୧୪,୫୭,୫୯୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଂଟାରେ ଆମେରିକାରେ କରୋନା ୧୭ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି । ଏହାକୁ ନେଇ ଚାଇନା ସହ ସବୁ ପ୍ରକାରର ସମ୍ପର୍କ ଛିନ୍ନ କରିବାକୁ ଆମେରିକାର ରାଷ୍ଟ୍ରପତି ଡେ଼ାନାଲ୍ଡ

କାଳ ହେଉଛି ଅଲିଭା କାଳି

ବୁର୍ଲା- ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ କାଳ ପାଲଟିଛି ଅଲିଭା କାଳି । ସେମାନଙ୍କୁ କ୍ୱାରେଂନଟାଇନରେ ରଖିବା ସହ ତାଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯାଉଛି । ଯଦ୍ୱାରା ସେମାନେ ବହାରୁ ଆସିଥିବା ଜଣାପଡୁଛି । ପରବର୍ତୀ ମୁହୁର୍ତରେ ଏହି କାଳୀ ସେମାନଙ୍କ ପାଇଁ

ସୁସ୍ଥ ହେଲେ ୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଶୁକ୍ରବାର ରାଜ୍ୟରେ ପୁଣି ୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୬୬ରେ ପହଂଚିଛି ।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୪, ଭଦ୍ରକରୁ ୨, ବାଲେଶ୍ୱର ଓ କେନ୍ଦୁଝରରୁ ୧ ଜଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ