ମେ ୩୧ ପର୍ଯ୍ୟନ୍ତ ବଢିପାରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ
ନୂଆଦିଲ୍ଲୀ- ଲକଡାଉନ ୪.୦ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ୪ର୍ଥ ପର୍ଯ୍ୟାୟ ଲକଡାଉନରେ ନିୟମ କିଛି ମାତ୍ରାରେ କୋହଳ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଅର୍ଥନୀତି ଉପରେ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତି ନେଇଛନ୍ତି ।
ସ୍ୱାମୀଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ତ୍ରୀ
ବ୍ରହ୍ମପୁର : ବ୍ରହ୍ମପୁର ଗେଟ ବଜାର ଜଗିଲି ସାହିରେ ବନମାଳି ବହେରା ତାଙ୍କର ପତ୍ନୀ ଓ ଦୁଇ ପିଲାଙ୍କ ସହ ରହନ୍ତି। ତେବେ ବନମାଳି କିଛି ରୋଜଗାର କରନ୍ତି ନାହିଁ। ଆର୍ଥିକ ପରିସ୍ଥତିକୁ ନେଇ ଅନେକ ସମୟରେ ବନମାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଗତକାଲି ସନ୍ଧ୍ୟାରେ ବି!-->…
କରୋନା ଯୋଦ୍ଧାଙ୍କ ପାଇଁ ଆଡଭାଇଜରୀ ଜାରି
ନୂଆଦିଲ୍ଲୀ- ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କୋଭିଡ ୧୯ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଆକ୍ରାନ୍ତ ଭୟ ଅଧିକ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହସ୍ପିଟାଲ କତୃପକ୍ଷଙ୍କୁ!-->…
ଆଉ ଚାଲିବେନି ପ୍ରବାସୀ ଶ୍ରମିକ
ଭୁବନେଶ୍ବର : ପ୍ରବାସୀ ଓଡ଼ିଆ ଶ୍ରମିକ ହୁଅନ୍ତୁ କି ଅଣଓଡ଼ିଆ ଶ୍ରମିକ , ଓଡ଼ିଶା ମଧ୍ୟ ଦେଇ ଯାଉଥିବା ଶ୍ରମିକମାନଙ୍କୁ ଆଉ ଚାଲିବାକୁ ପଡ଼ିବ ନାହିଁ। ସରକାର ସେମାନଙ୍କୁ ମାଗଣାରେ ବସ୍ ସେବା ଯୋଗାଇଦେବେ। ଅଣଓଡ଼ିଆ ଶ୍ରମିକ ହୋଇଥିଲେ, ବସ୍ ସେମାନଙ୍କୁ ଓଡ଼ିଶା ସୀମା ପାର୍ କରାଇବ।!-->…
୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ପୁନର୍ବିଚାର କରାଯାଉ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ- ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ପୁନର୍ବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାଙ୍କ ଉକ୍ତିରେ କହିଛନ୍ତି ଉପବାସରେ ଚାଲି ଚାଲି ଘରକୁ ଯାଉଥିବା ପ୍ରବାସୀ ଶ୍ରମିକ, କୃଷକ, ଛୋଟ ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଲୋକମାନଙ୍କର!-->…
ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ଅଭିଯୋଗ
ରାଜଗାଙ୍ଗପୁର: ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ପରିବେଷଣ ନେଇ ଗୁରୁତର ଅଭିଯୋଗ । ରାଜଗାଙ୍ଗପୁରରେ ପ୍ରବାସୀଙ୍କ ପାଇଁ ରହିଛି ୬ ସଂଙ୍ଗରୋଧ କେନ୍ଦ୍ର । ବୟସ୍କଙ୍କ ପାଇଁ ପ୍ରତିଦିନ ୧୨୦ ଓ ଶିଶୁଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସତ୍ୱେ ପୈାରପାଳିକା ପକ୍ଷରୁ!-->…
ବ୍ରହ୍ମପୁରରେ ଆକ୍ସେସ କଂଟ୍ରୋଲ ଜୋନ ଘୋଷଣା
ବ୍ରହ୍ମପୁର- କରୋନା ସଂକ୍ରମଣ ଭୟରେ ବ୍ରହ୍ମପୁରରେ ଆକ୍ସେସ କଂଟ୍ରୋଲ ଜୋନ ଘୋଷଣା କରିଛି ମହାନଗର ନିଗମ । ସହରର ବଡବଜାର ଥାନା ଶଙ୍କରପୁର ସାହିର ସମସ୍ତ ପ୍ରବେଶ ପଥକୁ ସିଲ କରିଛି ପ୍ରଶାସନ । ଜୋନ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଜୋନ ଭିତରେ ଥିବା ଲୋକଙ୍କୁ ହୋମ!-->…
କୋହଳ ହେବ ୪ର୍ଥ ପର୍ଯ୍ୟାୟ ଲକଡାଉନ
ନୂଆଦିଲ୍ଲୀ- ମୋ ୧୭ରୁ ଆମ୍ଭ ହେଉଛି ୪ର୍ଥ ପର୍ଯ୍ୟାୟ ଲକଡାଉନ । ଏହି ତାଲାବନ୍ଦରେ କିଛିଟା କୋହଳ ହେବା ନେଇ କେନ୍ଦ୍ର ସରକାର ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥନୈତିକ ଦିଗକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି । ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା ଓ!-->…
କରୋନା ଭୂତାଣୁ ଟିକା ପ୍ରସ୍ତୁତି ପାଇଁ ୧୪ ପ୍ରକଳ୍ପ
ବେଙ୍ଗାଲୁରୁ: କରୋନାଭାଇରସ୍ ଟିକା ପ୍ରସ୍ତୁତି କରିବା ନିମନ୍ତେ ସରକାରଙ୍କ ପୃଷ୍ଠପୋଷକତାରେ ଉଭୟ ଘରୋଇ ଓ ଶିକ୍ଷା ପ୍ରତିଷ୍ଠାନମାନଙ୍କରେ ୧୪ ବଡ଼ ପ୍ରକଳ୍ପ ଚାଲିଛି।
ଆଠଟି ରାଜ୍ୟର ଆଠଟି ସହରରେ ଚାଲିଥିବା ଏହି ଟିକା ପ୍ରସ୍ତୁତ ପ୍ରକଳ୍ପର ଗୋଟିଏ ଟିକା ପରୀକ୍ଷଣ ପର୍ଯ୍ୟାୟକୁ ଆସି!-->!-->!-->…