ଅମାନିଆଙ୍କ ଠାରୁ ୫କୋଟି ଜୋରିମାନା ଆଦାୟ
୍ ଦେଢ ଲକ୍ଷ ଅମାନିଆଙ୍କୁ ଜୋରିମାନା ୍ ୪୧୮ଜଣ ଗିରଫ ୍ ୧୮ହଜାର ଗାଡି ଜବତ ୍ ୩୫୦ କୋଚିଂ ସେଂଟର, ଦୋକାନ ସିଲ୍ ୍ ନିୟମ କଡାକଡି ପାଳନ ପାଇଁ ଡିଜିଙ୍କ ଅପିଲ
ଭୁବନେଶ୍ୱର: ମାକ୍ସ ନ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିନଥିବା ଦେଢ ଲକ୍ଷ ଅମାନିଆାଙ୍କ ଠାରୁ!-->!-->!-->…