ବିସ୍ଫୋରଣରେ ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରେ ମାଓବାଦୀ ହିଂସା ଘଟାଇଛନ୍ତି। ରବିବାର ରାତିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇ ରେଳ ଟ୍ରାକକୁ ଉଡ଼ାଇ ଦେଇଛନ୍ତି। ଚକ୍ରଧରପୁର ରେଳ ମଣ୍ଡଳର ଲୋଟାପହାଡ଼ ନିକଟ ରେଳ ଲାଇନରେ ରାତି ପ୍ରାୟ ସାଢ଼େ ୨ଟାରେ ଏହି ଘଟଣା ଘଟିଛି। ଆଜାଦ ହିନ୍ଦ ଏକ୍ସପ୍ରେସ ଟ୍ରେନକୁ

ଓସ୍କାର ପୁରସ୍କାର ଘୋଷଣା; ବାଜି ମାରିଲା ‘ନୋମାଡ୍‌ଲ୍ୟାଣ୍ଡ’

ଲସ୍‌ଆଞ୍ଜେଲ୍ସ: ୯୩ତମ ଓସ୍କାର ପୁରସ୍କାର ରବିବାର ସନ୍ଧ୍ୟାରେ ଘୋଷଣା ହୋଇଛି। ବହୁ ପ୍ରତୀକ୍ଷିତ ଏହି ପୁରସ୍କାର ପ୍ରଦାନ ସମାରୋହରେ ବାଜି ମାରିଛି ଚଳଚ୍ଚିତ୍ର ‘ନୋମାଡ୍‌ଲ୍ୟାଣ୍ଡ’। ଏହି ଚଳଚ୍ଚିତ୍ର ୩ଟି ପୁରସ୍କାର ହାତେଇବା ସହିତ ୨୦୨୧ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଆଖ୍ୟା ଅର୍ଜନ

ମ୍ୟାଁମାର ସଙ୍କଟ ପାଇଁ ଆସିଆନର ପ୍ରୟାସ

ନୂଆଦିଲ୍ଲୀ: ମ୍ୟାଁମାରରେ ସୈନ୍ୟ ବାହିନୀ ଗତ ଫେବ୍ରୁଆରୀରେ ଏକ ସାମରିକ ବିଦ୍ରୋହ ବଳରେ କ୍ଷମତା ଅକ୍ତିଆର କରିବା ପରଠାରୁ ଉକ୍ତ ରାଷ୍ଟ୍ରରେ ବ୍ୟାପକ ଅସ୍ଥିରତା ଦେଖାଦେଇଛି। ସେଠାରେ ଲାଗିରହିଥିବା ସଙ୍କଟର ସମାଧାନ ଦିଗରେ (ଆସୋସିଏସନ ଅଫ ସାଉଥ ଏସିଆନ ନେସନ୍ସ) ଆସିଆନ୍‍ ରାଷ୍ଟ୍ରଗୁଡିକର

ଓଡ଼ିଶାରୁ ୬୫୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ୬୫୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୯୫୮ ଜଣ ସଂକ୍ରମିତ ଖୋର୍ଦ୍ଧା ଜିଲାରୁ ରହିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନୂଆ ସଂକ୍ରମିତଙ୍କ ମଧ୍ୟରୁ

ବାଘ ଛାଲ , ୨ ହାତୀ ଦାନ୍ତ ଜବତ: ୨ ଗିରଫ

ନୟାଗଡ଼: ବନ୍ୟଜନ୍ତୁ କାରବାର ନେଇ ନୟାଗଡ଼ ଜିଲ୍ଲାରେ ପୁଣି ଏସଟିଏଫ ଚଢ଼ାଉ କରିଛି । ନୟାଗଡ଼ ଜିଲ୍ଲାର ଶକ୍ତିପୀଠ ନିକଟରେ ଥିବା ଗଣିଆ-ଚାମୁଣ୍ଡିଆ ରୋଡରେ ଚଢ଼ାଉ କରି ଏସଟିଏଫ ଚିତାବାଘ ଛାଲ ଓ ହାତୀ ଦାନ୍ତ ଜବତ କରିଛି । ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଣିଆରେ ଥିବା ମା’

ରାଜଧାନୀରେ ଅଗ୍ନିବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଆଜି ପୁଣି ସବୁଠୁ ଉତପ୍ତ ସହରରେ ପରିଣତ ହୋଇଛି । ରାଜଧାନୀର ତାପମାତ୍ରା ୪୪ଡିଗ୍ରୀରେ ପହଞ୍ଚିଥିବା ଆଶଙ୍କା କରାଯାଉଛି । ଅସହ୍ୟ ରୌଦ୍ରତାପ ସାଙ୍ଗକୁ ସଟ୍ଡାଉନ୍ ଯୋଗୁଁ ରାଜଧାନୀର

ଦେଶକୁ ଥରାଇ ଦେଇଛି କରୋନାର ଦ୍ୱିତୀୟ ଲହର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଡ ହୋଇଥିଲା କିନ୍ତୁ ଏଥରର ଦ୍ୱିତୀୟ ଲହରର ‘ତୋଫାନ୍’ ଦେଶକୁ ଥରାଇଦେଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ମାସିକ ବେତାର କାର୍ଯ୍ୟକ୍ରମ ମନକି ବାତ୍’ର ୭୬ ତମ

ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଳାର ଶବସତ୍କାର ମନା !

ପୁରୀ: ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସଂସ୍କାର ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରୀ କରିଛି । ସେହିପରି ମହୋଦଧିରେ ଅସ୍ତି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧିକ୍ରିୟାକୁ ବାରଣ କରାଯାଇଛି । ଗତବର୍ଷ

ରାଜ୍ୟର ୧୮ଟି ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ଉପରେ

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ୬୧୧୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୩୦ ଜିଲ୍ଲାରୁ ୧୮ଟି ଜିଲ୍ଲାରେ ତିନି ଅଙ୍କ ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସହ ଗତ୍ ୨୩ ଦିନରେ

ଦିଲ୍ଳୀରେ ଆଉ ୭ ଦିନ ବଢିଲା ଲକ୍ଡାଉନ୍

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଥିବାରୁ ଦିଲ୍ଲୀ ସରକାର ଲକ୍ଡାଉନ୍ ଅବଧିକୁ ଆଉ ୭ ଦିନ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏନେଇ ଆଜି ଘୋଷଣା କରିବା ସଙ୍ଗେ ସଙ୍ଗେ ମେ’ ୩ ତାରିଖ ସକାଳ ୫ଟା