ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ ରୂପାନ୍ତକରଣ ଭିଜନ୍ ଡକ୍ୟୁମେଂଟ ଉନ୍ମୋଚନ
ଖୋର୍ଦ୍ଧା : ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଖୋଦ୍ଧା ଜିଲ୍ଲାର ହାଇସ୍କୁଲ ଟ୍ରାନ୍ସଫରମେସନ(ବିଦ୍ୟାଳୟ ରୁପାନ୍ତରଣ) କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଭିଜନ ଡକ୍ୟୁମେଂଟ ଉନ୍ମୋଚନ କରିଛନ୍ତି । ଅତ୍ୟାଧୁନିକ ଭିତିଭୁମି ସୁବିଧା ସହିତ ବିଦ୍ୟାଳୟ ପରିବେଶରେ!-->…