ରାଜଧାନୀ ପ୍ରତିଷ୍ଠା ଦିବସ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଲିଆସାହି ବସ୍ତିବାସିନ୍ଦା
ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀ ପ୍ରତିଷ୍ଠା ଦିବସ ଅବସରେ ସାଲିଆ ସାହିର ବସ୍ତି ବାସିନ୍ଦାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେମାନଙ୍କର ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ନିମନ୍ତେ ଆଲୋଚନା କରିଥିଲେ । ବସ୍ତି ବାସିନ୍ଦାଙ୍କ ସମସ୍ୟାର!-->…